OTV

OTV

43.1K subscribers

Verified Channel
OTV
OTV
February 26, 2025 at 03:52 PM
*🔴 #kiss_student_missing: ଆଉ କେଉଁଠି ଖୋଜିବେ ପିଲାମାନେ? 💔* 📢 *ଏକ ବଡ଼ ଖୁଲାସା!* ଅଚ୍ୟୁତ ସାମନ୍ତଙ୍କ KISS ରୁ ଛାତ୍ରଛାତ୍ରୀ ଗାଏବ! 😨 ମାନିଷି ହେବା ଆଶାରେ ଆସିଥିଲେ, କିନ୍ତୁ ଏବେ ଆଖିର ଲୁହ! 😢 ନିଖୋଜ ରାମଚନ୍ଦ୍ର ମାନ୍ଦ୍ରାଙ୍କ ପରିବାର ଏବେ ବି ଖୋଜୁଛନ୍ତି ତାଙ୍କୁ, କିନ୍ତୁ ଅଭିଯୋଗ ହେଉଥିଲେ ବି KISS ପକ୍ଷରୁ *କୌଣସି ଏଫ୍ଆଇଆର ନହୋଇନି!* 🚨 🔗 *ବିସ୍ତୃତ ଖବର ପାଇଁ ପଢନ୍ତୁ:* [ https://otvkhabar.in/news/crime/kiss-student-missing-silence-from-authorities-raises-safety-concerns/144190 ] 💬 *ଆପଣଙ୍କ ମତାମତ ଦିଅନ୍ତୁ!* ❓ *KISS କ୍ୟାମ୍ପସ ଭିତରେ ଛାତ୍ରଛାତ୍ରୀ ଗାଏବ ହେବା ନେଇ ଆପଣଙ୍କ ମତ କଣ?* 👍 *ସଠିକ୍ ଯାଞ୍ଚ ହେଉ ଏବଂ ନ୍ୟାୟ ମିଳୁ* 😡 *ଦାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ* 😢 *ନିଖୋଜ ଛାତ୍ରଛାତ୍ରୀଙ୍କ ପରିବାର ନିମନ୍ତେ ଦୁଃଖଦ* 🤔 *ଏଠି କିଛି ବଡ କିଛି ଗୋପନ ଅଛି?* *#kiss_students_missing 🚨 #justiceformissingstudents ⚖️ #achyutasamanta*
😡 1

Comments