
OTV
43.1K subscribers
Verified ChannelAbout OTV
📢 *Official WhatsApp Channel of OTV. An initiative by Odisha Television to connect netizens to the latest information about Odisha and beyond. 🔔 Follow us to get all the latest updates on the go.*📲 *Website:* https://otvkhabar.in/ *Facebook:* https://www.facebook.com/otvkhabar/ *LinkedIn:* https://www.linkedin.com/company/odishatv/posts/?feedView=all *YouTube:* https://www.youtube.com/@otvodisha *X:* https://x.com/otvkhabar
Similar Channels
Swipe to see more
Posts

*#BigBreakingNews ❗️❗️* *#ବଦଳିଲେ_କଟକ, #ଭୁବନେଶ୍ବର_DCP* -ବଦଳିଲେ କଟକ ଓ ଭୁବନେଶ୍ବର DCP -ଜଗମୋହନ ମୀନା ହେଲେ ଭୁବନେଶ୍ବର DCP -ଖିଲାରୀ ରିଷିକେଶ ହେଲେ କଟକ DCP -ଭୁବନେଶ୍ବର DCP ପିନାକ ମିଶ୍ରଙ୍କୁ STF ଡିଆଇଜି ଭାବେ ବଦଳି -ଅଙ୍କିତ କୁମାର ବର୍ମା ହେଲେ ଭୁବନେଶ୍ବର ଅତିରିକ୍ତ DCP -ଜୟପୁର SDPO ଦାୟିତ୍ବରେ ଥିଲେ ଅଙ୍କିତ କୁମାର ବର୍ମା #IPS #IPSReshuffle #Odisha #OTV


*ଅସ୍ତଗଲେ ଓଡିଆ ସିନେମା ଜଗତର ସୂର୍ଯ୍ୟ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ* *ସପୂର୍ଣ୍ଣ ଖବର ପାଇଁ ଏଠି ଦେଖନ୍ତୁ* 👉 [ https://otvkhabar.in/news/entertainment/the-sun-sets-uttam-mohanty-cremated-at-satyanagar-crematorium/144308 ] ଉତ୍ତମ ମହାନ୍ତିଙ୍କ ୪ ଦଶକର ଅଭିନୟ ଆମ ହୃଦୟରେ ଚିରସ୍ଥାୟୀ। ୧୩୫ଟି ଓଡ଼ିଆ ସିନେମାରେ ସେ ଯେଉଁ ଅମର ଅଭିନୟ କରିଛନ୍ତି, ତାହା ସଦାର ସମ୍ମାନରେ ରହିବ। *🗳️ପୋଲ୍* – *ଆପଣଙ୍କର ପ୍ରିୟ ଉତ୍ତମ ମହାନ୍ତିଙ୍କ ସିନେମା କ’ଣ?* 🥲 – ଦଣ୍ଡା ବାଳୁଙ୍ଗା 😕 – ଉଦଣ୍ଡି ସୀତା ⭕❗⭕ – ଜଗା ହାତରେ ପଘା 🦜 – ସୁନା ଚଢ଼େଇ *#RIPUttamMohanty #OdiaCinemaLegend #MissYouUttamSir #OllywoodSuperstar*


*📢 ସୁଭଦ୍ରା ଯୋଜନା ଦ୍ୱିତୀୟ କିସ୍ତି ଟଙ୍କା ଆସୁଛି! 💰🎉* *ମାର୍ଚ୍ଚ ୮ରେ କୋଟିଏ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା* ମହିଳା ଦିବସର (ମାର୍ଚ୍ଚ ୮) ଅବସରରେ *ସୁଭଦ୍ରା ଯୋଜନା* ହିତାଧିକାରୀଙ୍କୁ ଦ୍ୱିତୀୟ କିସ୍ତି ଟଙ୍କା ଦିଆଯିବ। 🏦 *୧ କୋଟି* ହିତାଧିକାରୀଙ୍କୁ ଏହି ଲାଭ ମିଳିବ। ଏଥିପାଇଁ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। 📢 *ଅଧିକ ପଢନ୍ତୁ:* ( https://otvkhabar.in/news/odisha/1-crore-beneficiaries-to-get-fund-under-subhadra-yojana-soon/144312 ) *ପ୍ରାୟ ୨ ଲକ୍ଷ ମହିଳାଙ୍କ ନିକଟରେ ଏଯାଏଁ ଟଙ୍କା ପହଞ୍ଚିନାହିଁ* କାରଣ *ଡିବିଟି (Direct Benefit Transfer) ଆକ୍ଟିଭ୍ ନ ହେବା ଏବଂ ବ୍ୟାଙ୍କିଙ୍ଗ ସମସ୍ୟା*। ଏହି ହିତାଧିକାରୀଙ୍କୁ *ମାର୍ଚ୍ଚ ୮ରେ ଏକାଥରେ ଦୁଇଟି କିସ୍ତି ଟଙ୍କା ଦିଆଯିବ*। 💵✅ 💬 **ଆପଣଙ୍କ ମତାମତ କ’ଣ?** 👍 - ଏହି ଯୋଜନା ମହିଳାଙ୍କୁ ଆର୍ଥିକ ସମର୍ଥନ ଦେଉଛି ❤️ - ଏହି ଅର୍ଥସାହାଯ୍ୟ ଆମ ପରିବାର ପାଇଁ ଉପକାରୀ 😢 - ଟଙ୍କା ଆସିଲେ ମଧ୍ୟ କିଛି ଲୋକ ଏଯାଏଁ ପାଇନାହାନ୍ତି *ଅପଡେଟ୍ ପାଇଁ ଫଲୋ କରନ୍ତୁ ଏବଂ ବେଲ୍ ଆଇକନ୍ 🔔 ଦବାନ୍ତୁ!* *💬ପୋଷ୍ଟ ଟି ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ!* *#SubhadraYojana #OdishaGovt #WomenEmpowerment #FinancialSupport #OdiaNews*


*#BigBreakingNews* *#IPS_ସ୍ତରରେ_ବଡ଼_ଅଦଳବଦଳ* -IPS ସ୍ତରରେ ବଡ଼ ଧରଣର ଅଦଳବଦଳ -ଏସ୍.ଏମ୍. ନରୱାଣେ ହେଲେ OHRCର ସ୍ବତନ୍ତ୍ର ଡିଜି -ନରସିଂହ ଭୋଳ ହେଲେ ଅତିରିକ୍ତ ପୋଲିସ କମିଶନର -ଅବକାରୀ କମିଶନର ଥିଲେ ନରସିଂହ ଭୋଳ -ଜୟନାରାୟଣ ପଙ୍କଜ ହେଲେ IGP ଇଣ୍ଟେଲିଜେନ୍ସ -ଦୀପକ କୁମାର ହେଲେ IGP ଅପରେସନ -ସାର୍ଥକ ଷଡ଼ଙ୍ଗୀଙ୍କୁ CID-CBର ଆଇଜିପି ଭାବେ ବଦଳି -ନୀତି ଶେଖର ହେଲେ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି -ଉମା ଶଙ୍କର ଦାଶଙ୍କୁ ଗୃହରକ୍ଷୀ ଓ ଅଗ୍ନିଶମ ବିଭାଗ DIG ଦାୟିତ୍ବ -ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ DIG ହେଲେ ଅଖିଳେଶ୍ବର ସିଂ -ଚରଣ ସିଂ ମୀନାଙ୍କୁ DIG ପ୍ରୋଭିଜନିଂ ଭାବେ ବଦଳି -CB-CIDର ଡିଆଇଜି ହେଲେ ବି. ଗଙ୍ଗାଧର -କଳାହାଣ୍ଡି SP ଅଭିଳାଷ ଜିଙ୍କୁ ବଲାଙ୍ଗିର SP ଭାବେ ବଦଳି -ବୌଦ୍ଧ SP ନାଗରାଜ ଦେବରକୋଣ୍ଡା ହେଲେ କଳାହାଣ୍ଡି SP -କଟକ ରେଲୱେ SP ରାହୁଲ ଗୋଏଲଙ୍କୁ ବୌଦ୍ଧ SP ଭାବେ ବଦଳି -ଦୀପ୍ତେଶ ପଟ୍ଟନାୟକ ପ୍ରିଣ୍ଟିଂ ଷ୍ଟେସନାରୀ ଏବଂ ପବ୍ଲିକେସନ ନିର୍ଦ୍ଦେଶକ -ଯତୀନ୍ଦ୍ର କୁମାର କୋଏଲ ହେଲେ ଏଡିଜି HRPC -କେନ୍ଦ୍ରାଞ୍ଚଳ ଆଇଜି ହେଲେ ଏସ୍. ପ୍ରବୀଣ କୁମାର -ନୂଆପଡା SDPO ଅମ୍ରିତ ପାଲ ସିଂ ହେଲେ ଖୋର୍ଦ୍ଧା ଅତିରିକ୍ତ SP *#IPS #IPSReshuffle #Odisha #OTV*


*ଉତ୍ତମ ମହାନ୍ତି*—ଓଡ଼ିଆ ସିନେମାର ପ୍ରଥମ ସୁପରଷ୍ଟାର! ରୋମାନ୍ସ, ଆକ୍ସନ, ଡ୍ରାମା—ସବୁଠି ନିଜ ଯାଦୁ ଦେଖାଇ ଦର୍ଶକଙ୍କ ହୃଦୟ ଜିତିଥିଲେ। 📽️ *#Abhiman ରୁ #Bidyarana ପର୍ଯ୍ୟନ୍ତ, 135+ ଫିଲ୍ମରେ ନିଜ ଅଭିନୟ ଦ୍ଵାରା ଦର୍ଶକଙ୍କୁ ଆନନ୍ଦ ଦେଇଥିଲେ।* 🙏 *ଆମେ ତାଙ୍କୁ ଚିରଯୁଗ ମନେ ରଖିବୁ!* 💐💔 *ଅଧିକ ପଢନ୍ତୁ**: [ଲିଙ୍କ କ୍ଲିକ୍ କରନ୍ତୁ]( https://otvkhabar.in/news/entertainment/uttam-mohanty-passed-away-fans-gonna-miss-the-superstar/144310 ) 🔗 *ଉତ୍ତମ ମହାନ୍ତିଙ୍କୁ ଆପଣ କେମିତି ମନେ ପକାଇବେ?* 👍 *1. ତାଙ୍କ ସ୍ମୃତି ମଧ୍ୟରେ ଚିତ୍ରପଟ ଦେଖିବି* ❤️ *2. ଉତ୍ତମ ମହାନ୍ତିଙ୍କ ଚଳଚ୍ଚିତ୍ରର ଗୀତ ଶୁଣିବି* 🔥 *3. ସମ୍ମାନରେ ତାଙ୍କ ପ୍ରସଂଶା କରି ଭିଡିଓ ବନେଇବି* 📢 **#UttamMohanty #OllywoodLegend #OdiaCinema #CineLover** 🎥🎶


*#BreakingNews* ❗️❗️ *#କମିଶନରେଟ୍_ପୋଲିସରେ_୩_ଯୁବ_IPS* *ଅଧିକ ପଢନ୍ତୁ:* 👉 https://otvkhabar.in/news/odisha/reshuffle-in-ips-twin-city-dcp-changed/144319 -ପ୍ରଥମ କରି କମିଶନରେଟ୍ ପୋଲିସରେ ୩ ଯୁବ IPS -ଅଙ୍କିତ କୁମାର ବର୍ମା ହେଲେ ଭୁବନେଶ୍ବର ଅତିରିକ୍ତ DCP -ଜୟପୁର SDPO ଥିଲେ ଅଙ୍କିତ କୁମାର ବର୍ମା -ଅମ୍ରିତ ପାଲ୍ କୌରଙ୍କୁ ଭୁବନେଶ୍ବର ADCP ଦାୟିତ୍ବ -ପଦ୍ମପୁର SDPO ଥିଲେ ଅମ୍ରିତ ପାଲ୍ କୌର -ସୋନାଲି ସିଂ ପରମାର୍ ହେଲେ ଭୁବନେଶ୍ବର ACP -ବଣାଇ SDPO ଥିଲେ ସୋନାଲି ସିଂ ପରମାର୍ *#IPS #IPSReshuffle #Odisha #OTV*


*ଭଦ୍ରକ ରୋଡ୍ ଆକ୍ସିଡେଣ୍ଟ: ୧୦ ତୀର୍ଥଯାତ୍ରୀ ଆହତ* * ଭଦ୍ରକରେ ଭୟଙ୍କର *ସିରିଜ୍ ଦୁର୍ଘଟଣା*! * ଏକ କଣ୍ଟେନର *ତୀର୍ଥଯାତ୍ରୀଙ୍କ ବସ୍କୁ ଧକ୍କା* ଦେଇ *୧୦ରୁ ଅଧିକ ଯାତ୍ରୀ ଆହତ*। * ଘଟଣା ୧୬ ନମ୍ବର୍ ଜାତୀୟ ରାଜପଥରେ ଭଣ୍ଡାରିପୋଖରୀ ଠାରେ ଘଟିଛି। * ଆହତମାନେ *ଡାକ୍ତରଖାନାରେ ଭର୍ତ୍ତି* ହୋଇଛନ୍ତି, କିଛି ଜଣଙ୍କର ଅବସ୍ଥା ଗୁରୁତର! *ଅଧିକ ଜାଣିବାକୁ ପୁରା ଖବର ପଢନ୍ତୁ* 👉 [ https://otvkhabar.in/news/accident/10-injured-road-accident-in-bhadrak/144323 ] 🗳 *ପୋଲ୍ ରିଆକ୍ସନ୍ କରନ୍ତୁ!* 👇 💔 – ଏମିତି ଦୁଃଖଦ ଘଟଣା ଜାଣି ଖରାପ ଲାଗିଲା 😡 – ଅତିରିକ୍ତ ଗତିରେ ଯାଉଥିବା ଡ୍ରାଇଭରଙ୍କ ଉପରେ କଡା ଆଇନ୍ ଲାଗିବା ଉଚିତ୍ 🙏 – ଆହତମାନଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି *ଅପଡେଟ୍ ପାଇଁ ଫଲୋ କରନ୍ତୁ ଏବଂ ବେଲ୍ ଆଇକନ୍ 🔔 ଦବାନ୍ତୁ!* *💬ପୋଷ୍ଟ ଟି ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ!*


*ସମ୍ପର୍କ ମଧ୍ୟ ହେଉ ମଧୁର!* ଯଦି ଆପଣଙ୍କ *ବୋହୂ ଆପଣଙ୍କ କଥା ମାନୁନାହାନ୍ତି*, ତାହେଲେ ଏହି *4 ଉପାୟ* ଅବଶ୍ୟ ଟ୍ରାଇ କରନ୍ତୁ! ✅ 💬 *ଏକାଠି ଆଲୋଚନା କରନ୍ତୁ* 👀 *ତାଙ୍କ ଦୃଷ୍ଟିକୋଣ ବୁଝନ୍ତୁ* 💖 *ଝିଅ ପରି ଦେଖନ୍ତୁ* 🎯 *ନିଷ୍ପତ୍ତି ନେବା ଅଧିକାର ଦିଅନ୍ତୁ* ଏମିତି ଚେଷ୍ଟା କଲେ *ଶାଶୁ-ବୋହୂ ସମ୍ପର୍କ ମଧୁର ହୋଇପାରେ!* 😊 *ଅଧିକ ଜାଣିବାକୁ ପୁରା ଲେଖା ଏଠି ପଢନ୍ତୁ* 👉 [ https://otvkhabar.in/news/lifestyle/if-the-daughter-in-law-does-not-agree-what-should-the-mother-in-law-do/144307 ] 🗳 *ପୋଲ୍ ରିଆକ୍ସନ୍ କରନ୍ତୁ!** 👇 ❤️ – ଏହି ଉପାୟ ଟ୍ରାଇ କରିବି! 🔥 – ମୁଁ ଆଗରୁ ଏହି ଉପାୟ ଟ୍ରାଇ କରିଛି! 🤔 – ଏଠି ଆଉ କିଛି ଭଲ ଟିପ୍ସ ଦରକାର! *ଅପଡେଟ୍ ପାଇଁ ଫଲୋ କରନ୍ତୁ ଏବଂ ବେଲ୍ ଆଇକନ୍ 🔔 ଦବାନ୍ତୁ!* *💬ପୋଷ୍ଟ ଟି ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ!* #RelationshipTips 💑 #SasubohuLove 💕 #HappyFamily 🏡 #RespectAndLove ❤️

*ସଲମାନ ଖାନ ଫ୍ୟାନ୍ସ୍ ପାଇଁ ବଡ଼ ଖବର! 🎬🔥* *#Sikandar ର ଟିଜର ଏମିତି ଧମାକାଦାର୍ ଯେ ଦେଖିଲେ ଆଖି ହଟେଇ ପାରିବେ ନାହିଁ! ଏହି ଇଦ୍ ରେ *ସଲମାନ ଖାନ* ନେଇ ଆସୁଛନ୍ତି ଜବରଦସ୍ତ୍ ଆକ୍ସନ୍, ଡ୍ରାମା ଏବଂ ଇମୋସନ! *ବିସ୍ତୃତ ଖବର ପାଇଁ ଏଠି ଦେଖନ୍ତୁ:* [👉 Click Here]( https://otvkhabar.in/news/entertainment/five-reasons-why-you-shouldn-t-miss-sikandar/144293 ) କାହିଁକି ଦେଖିବେ *Sikandar*? ଏହି 5 ଟି କାରଣ ଆପଣ ଜାଣିଲେ ଫିଲ୍ମ ଦେଖିବାକୁ ଅପେକ୍ଷା କରିପାରିବେ ନାହିଁ!👇🏼👇🏼 *ମ୍ୟାନ୍ ଅଫ୍ ମାସେସ୍* – ସଲମାନଙ୍କ ଜବରଦସ୍ତ ରୋଲ୍ 🦸🏻♂️ *ପାୱାର୍-ପ୍ୟାକ୍ ଆକ୍ସନ୍* – ଧମାଲ୍ ଫାଇଟ୍ ସିନ୍ସ! 💥🥊 *ନୂଆ ଅନସ୍କ୍ରିନ୍ ଯୋଡି* – *ସଲମାନ x ରଶ୍ମିକା* ❤️🔥 *ଦମଦାର ନିର୍ଦ୍ଦେଶନା* – *A.R. Murugadoss* ଙ୍କ ମାଷ୍ଟରପିସ୍! 🎬 *Best Eid Gift 🎁* – *March 2025* ରେ ଆସୁଛି ଧମାକା! 🎇 *ଆପଣ excited କି ନୁହେଁ?** ନିମ୍ନ ଇମୋଜି ଦ୍ୱାରା ପ୍ରତିକ୍ରିୟା ଦିଅନ୍ତୁ! 👇🏼👇🏼 👍🏼 – *ହଁ, ପ୍ରତିକ୍ଷା କରୁଛି!* ❤️ – *ବନ୍ଧୁମାନଙ୍କ ସହିତ ଦେଖିବି!* 🔥 – *ଫିଲ୍ମଟି ବଢିଆ ହେବ* 😍 - *ମୁଁ ଆଡଭାନ୍ସ ବୁକିଂ କରିଦେବି* *ଅପଡେଟ୍ ପାଇଁ ଫଲୋ କରନ୍ତୁ ଏବଂ ବେଲ୍ ଆଇକନ୍ 🔔 ଦବାନ୍ତୁ!* *💬ପୋଷ୍ଟ ଟି ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ!*


*ପୁଣି କେବେ ଓ କେଉଁଠି ହେବ କୁମ୍ଭମେଳା ? ଜାଣନ୍ତୁ...* ପ୍ରୟାଗରାଜରେ ମହାକୁମ୍ଭ 2025 ଶେଷ ହୋଇଛି। 66 କୋଟି ଶ୍ରଦ୍ଧାଳୁଙ୍କ ଦ୍ବାରା ପବିତ୍ର ସ୍ନାନ ପରେ, ଏବେ ଅପେକ୍ଷା *2027 ନାଶିକ କୁମ୍ଭ ମେଳା* ପାଇଁ! 🛕 *ବିସ୍ତୃତ ଜାଣିବାକୁ:* [ଏଠି କ୍ଲିକ୍ କରନ୍ତୁ]( https://otvkhabar.in/news/religion-happiness/in-which-city-next-kumbh-happened-when-and-where/144317 ) 📅 *ତାରିଖ:* 17 ଜୁଲାଇ - 17 ଅଗଷ୍ଟ 2027 📍 *ସ୍ଥାନ:* *ତ୍ରୟମ୍ବକେଶ୍ୱର, ନାଶିକ* (ମହାରାଷ୍ଟ୍ର) 🌊 *ପବିତ୍ର ଗୋଦାବରୀ ନଦୀରେ ସ୍ନାନ ଅବସର!* ଭର୍ଚୁଆଲ ଧାର୍ମିକ ଅନୁଭବ: ଏବେ ଟେକ୍ନୋଲୋଜି ମାଧ୍ୟମରେ ଆପଣ ଘରେ ବସି ମଧ୍ୟ ବୁଡ଼ ପକାଇପାରିବେ! 💻🔮 *🗳️ ଆପଣଙ୍କ ମତ କ'ଣ ?* ❤️ - ଆମେ ଯିବାକୁ ଚାହୁଁ 🔥 - ଏହି ମେଳା ଏକ ଅଦ୍ଭୁତ ଅନୁଭବ 🙏 - ଭର୍ଚୁଆଲ ବୁଡ଼ ପକାଇବି 🙌 - ଏଇଥର ଯାଇଥିଲି 📣 *ନିଜ ମତ ଦେବା ସହ ଏହି ଖବରକୁ ଶେୟାର କରନ୍ତୁ!* 🔁🗣️
