OTV

OTV

43.1K subscribers

Verified Channel
OTV
OTV
February 27, 2025 at 09:57 AM
*ଆଉ ଏକ ବିବାଦ! KIIT ଉଚ୍ଛେଦ ପୂର୍ବରୁ ଛାନିଆଁ!* * *ଜବରଦଖଲ ହଟିବା ପୂର୍ବରୁ ଫୁଲକୁଣ୍ଡ ଓ ତୋରଣ ହଟାଇଲା KIIT!* * *NIFTକୁ ଯାଇଥିବା ସର୍ବସାଧାରଣ ରାସ୍ତା ମଝିରେ ଅଟକାଉଥିବା ନେଇ ଚର୍ଚ୍ଚା ଜୋରଦାର!* * *KIIT ଛାତ୍ରଛାତ୍ରୀ ଛାଡ଼ି ଅନ୍ୟ କେହି ପଶିଲେ, କର୍ମଚାରୀ ଅଟକାଉଥିଲେ!* *ପୂରା ଖବର ପଢନ୍ତୁ ଏଠି:* [ https://otvkhabar.in/news/odisha/ex-bjd-mp-achyuta-samanta-s-kiit-university-clears-road-leading-to-nift/144224 ] 📊 *ଆପଣଙ୍କ ମତ ଦିଅନ୍ତୁ!** 👉 *KIIT ଅବୈଧ ଜବରଦଖଲ କରୁଛି କି?* ✅ ହଁ ❌ ନା 🤔 ତଦନ୍ତ ହେବା ଉଚିତ୍ *ଅପଡେଟ୍ ପାଇଁ ଫଲୋ କରନ୍ତୁ ଏବଂ ବେଲ୍ ଆଇକନ୍ 🔔 ଦବାନ୍ତୁ!* *💬ପୋଷ୍ଟ ଟି ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ!*
Image from OTV: *ଆଉ ଏକ ବିବାଦ! KIIT ଉଚ୍ଛେଦ ପୂର୍ବରୁ ଛାନିଆଁ!*    * *ଜବରଦଖଲ ହଟିବା ପୂର୍ବରୁ ...
👍 😂 😢 🤔 🥳 🫣 13

Comments