OTV

OTV

43.1K subscribers

Verified Channel
OTV
OTV
February 27, 2025 at 04:02 PM
*ଶଙ୍ଖାମେଦୀ ଗାଁର ଅସ୍ତିତ୍ୱ ନକ୍ଷ୍ୟମାନ!* *ଶଙ୍ଖାମେଦୀ ଗାଁ** – ଏଠି ଲୋକ *ଓଡ଼ିଶାର ନା ପଶ୍ଚିମବଙ୍ଗର?* ଭୋଟ ଓଡ଼ିଶାରେ, ଅଧିକାର କାହାର? ସ୍ଥାୟୀ ବାସିନ୍ଦା ସାର୍ଟିଫିକେଟ ନାହିଁ, ରାଜ୍ୟ ଆବାସ ଯୋଜନାରେ ଘର ନାହିଁ! ଓଡ଼ିଆ ଭାଷା, ଓଡ଼ିଆ ସଂସ୍କୃତି ହୋଇପାରିବ *ପଶ୍ଚିମବଙ୍ଗର ଦଖଳରେ?* *ବିସ୍ତୃତ ଖବର ପଢ଼ନ୍ତୁ:* [ https://otvkhabar.in/news/odisha/border-village-sankhamedi-cries-for-odia-asmita-in-balasore-district/144245 ] 🗳️ *ଆପଣଙ୍କ ମତାମତ:* 👍 *ଓଡ଼ିଶାର ଅଂଶ ରହିବା ଉଚିତ* ❤️ *ପଶ୍ଚିମବଙ୍ଗକୁ ଦେଇଦିଆଯାଉ* 😡 *ସରକାର ଦଖଲ ଦେଖୁନି* *ଅପଡେଟ୍ ପାଇଁ ଫଲୋ କରନ୍ତୁ ଏବଂ ବେଲ୍ ଆଇକନ୍ 🔔 ଦବାନ୍ତୁ!* *💬ପୋଷ୍ଟ ଟି ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ!*
👍 🇵🇰 👎 11

Comments