
OTV
February 28, 2025 at 05:09 AM
*ଶ୍ରଦ୍ଧାଞ୍ଜଳି ଉତ୍ତମ ମହାନ୍ତି*
ଓଡ଼ିଆ ସିନେମା ଜଗତର ଏକ ଅପ୍ରତିଦ୍ବନ୍ଦୀ ନାୟକ, ଲୋକପ୍ରିୟ ଅଭିନେତା *ଉତ୍ତମ ମହାନ୍ତି* ଙ୍କ ଅକାଳ ପରଲୋକ ଏକ ଅପୂରଣୀୟ କ୍ଷତି। ଉତ୍ତମଙ୍କ ଅଭିନୟ ଏବଂ ଅଦ୍ଭୁତ ଯାଦୁ ଏବେବି ଦର୍ଶକମାନଙ୍କ ହୃଦୟରେ ଅମର ରହିବ।
*ଅଧିକ ପଢନ୍ତୁ:* [ https://otvkhabar.in/news/entertainment/ollywood-actor-uttam-mohanty-no-more/144267 ]
* ମେଦାନ୍ତ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କଲେ।
* ଦିନ ୧୧ଟାରେ ତାଙ୍କ ମରଶରୀର ଭୁବନେଶ୍ୱରରେ ପହଞ୍ଚିବ।
* ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶ୍ରଦ୍ଧାଞ୍ଜଳି ଓ ଶେଷକୃତ୍ୟ।
*#riputtammohanty #legendaryactor #odishacinestar #uttammohantyforever 🎬🌟*

🙏
❤️
😢
😭
8