
OTV
February 28, 2025 at 05:17 AM
*ଓଡ଼ିଆ ଚଳଚ୍ଚିତ୍ର ଜଗତର ଅପୂରଣୀୟ ଅନ୍ତ !*
ଓଡ଼ିଆ ସିନେମାର ଦିଗନ୍ତ ବଦଳାଇଥିବା ଚିରସବୁଜ ନାୟକ *ଉତ୍ତମ ମହାନ୍ତି* ଆମ ମଧ୍ୟରେ ନାହାନ୍ତି। ତାଙ୍କ ଅଭିନୟ, ସ୍ୱାଭାବିକ ଅଭିବ୍ୟକ୍ତି, ଏବଂ ଏକ ସରଳ ଜୀବନ ଅଜସ୍ର ଦର୍ଶକଙ୍କ ହୃଦୟରେ ଅମର ରହିବ। ଉତ୍ତମଙ୍କ ବିୟୋଗରେ ରାଜ୍ୟବ୍ୟାପୀ ଶୋକ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବୈଜୟନ୍ତ ପଣ୍ଡା।
*ବିସ୍ତୃତ ଖବର ପାଇଁ ପଢନ୍ତୁ:* [ଏଠି କ୍ଲିକ୍ କରନ୍ତୁ]( https://otvkhabar.in/news/entertainment/cm-mohan-baijayant-panda-expressed-condolences-on-passing-of-uttam-mohanty/144268 )
*ତାଙ୍କୁ ଆପଣ କେମିତି ସ୍ମରଣ କରିବେ?* 🗳👇
❤️ *ଓଡ଼ିଆ ସିନେମାର ସର୍ବକାଳୀନ ଶ୍ରେଷ୍ଠ ନାୟକ*
😢 *ଓଡ଼ିଆ ସିନେମାରେ ଏକ ଶୂନ୍ୟତା ସୃଷ୍ଟି କଲେ*
🌟 *ତାଙ୍କ ଅଭିନୟ ସଦା ଜୀବନ୍ତ ରହିବ*
🕯 ଅମର ଆତ୍ମାର ସଦଗତି କାମନା 🙏💐
*#rip_uttammohanty* *#odiacinemalegend* *#wemissyouuttammohanty*

🙏
❤️
😢
😭
🥺
17