
OTV
February 28, 2025 at 08:39 AM
*ଓଲିଉଡ୍ ର ଏଭରଗ୍ରୀନ୍ ଯୋଡ଼ି: ଉତ୍ତମ ମହାନ୍ତି ଓ ଅପରାଜିତା ଙ୍କ ଅନନ୍ୟ ପ୍ରେମ କାହାଣୀ*
*ଏହି ଖଟାମିଠା ପ୍ରେମ ଅନନ୍ୟ ଥିଲା!*
ଉତ୍ତମ ମହାନ୍ତିଙ୍କୁ *୫ ବର୍ଷ ଲାଗିଥିଲା* ଅପରାଜିତାଙ୍କୁ ମନେଇବାକୁ। *ପ୍ରେମ ନୁହେଁ, ସିଧାସଳଖ ବିବାହ ପ୍ରସ୍ତାବ!* *ମା’ ରାଜି ହେବା ପରେ ହେଉଥିଲା ବିବାହ*। ଏହି ଏଭରଗ୍ରୀନ୍ ଯୋଡ଼ି ଓଲିଉଡ୍ ର ଅନନ୍ୟ ପ୍ରେରଣା।
*ଅଧିକ ପଢନ୍ତୁ:* [ଲିଙ୍କ୍ 👉https://shorturl.at/oNWbg ]
ଗତକାଲି ଜୀବନ ଯୁଦ୍ଧରେ ହାରିଲେ ଉତ୍ତମ ମହାନ୍ତି… ଓଲିଉଡ୍ ଜଗତରେ ଏକ ଅସଧାରଣ ଅଧ୍ୟାୟ ଶେଷ ହୋଇଗଲା…
*ଅପଣଙ୍କ ମତାମତ?*
❤️ - ଏମିତି ଏଭରଗ୍ରୀନ୍ ପ୍ରେମ କାହାଣୀ କମ୍ ଦେଖିବାକୁ ମିଳେ
😢 - ଉତ୍ତମଙ୍କ ବିଦାୟ ଓଲିଉଡ୍ ପାଇଁ ଅନନ୍ୟ କ୍ଷତି
🔥 - ଉତ୍ତମ ଓ ଅପରାଜିତା ଙ୍କ ପ୍ରେମ ଦୁନିଆକୁ ଶିଖା ଦେଇଥାଏ
*#uttammohanty #aparajitamohanty #odiacinema #evergreenlovestory #ollywoodlegend #riputtammohanty 💐*

❤️
😢
🔥
15