OTV

OTV

43.1K subscribers

Verified Channel
OTV
OTV
February 28, 2025 at 10:00 AM
*ଓଲିଉଡ୍ ର ଏକ ଅଧ୍ୟାୟ ଶେଷ... ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ଅନ୍ତିମ ବିଦାୟ* *ଉତ୍ତମଙ୍କ ଶେଷ ଦର୍ଶନ ପାଇଁ ଭିଡ* ଜଗନ୍ନାଥ ବିହାରସ୍ଥିତ ବାସଭବନ ଆଗରେ *ପ୍ରଶଂସକଙ୍କ ଭିଡ ଓ ଦୁଃଖର ଲହର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଅନେକ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି* ଅଧିକ ପଢନ୍ତୁ:* [ଲିଙ୍କ୍]( https://shorturl.at/uwop6 ) *ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବ* *ଉତ୍ତମଙ୍କ ମୃତ୍ୟୁ ଓ ବିଦାୟ ଉପରେ ଆପଣଙ୍କ ଭାବନା?* ❤️ - ଓଲିଉଡ୍ ର ଏକ ଅନନ୍ୟ ନକ୍ଷତ୍ର 😢 - ତାଙ୍କ ବିଦାୟ ଅପୂରଣୀୟ କ୍ଷତି 💐 - ଶ୍ରଦ୍ଧାଞ୍ଜଳି ଉତ୍ତମ ଙ୍କୁ, ନିର୍ବାଣ ପାଇଁ ପ୍ରାର୍ଥନା *#riputtammohanty #ollywoodlegend #odiacinema #shresthaabhineta #uttammohantyforever*
Image from OTV: *ଓଲିଉଡ୍ ର ଏକ ଅଧ୍ୟାୟ ଶେଷ... ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ଅନ୍ତିମ ବିଦା...
😢 💐 ❤️ 😂 🙏 20

Comments