OTV
                                
                                    
                                        
                                    
                                
                            
                            
                    
                                
                                
                                February 28, 2025 at 04:24 PM
                               
                            
                        
                            *ପୁଣି କେବେ ଓ କେଉଁଠି ହେବ କୁମ୍ଭମେଳା ? ଜାଣନ୍ତୁ...*  
ପ୍ରୟାଗରାଜରେ ମହାକୁମ୍ଭ 2025 ଶେଷ ହୋଇଛି। 66 କୋଟି ଶ୍ରଦ୍ଧାଳୁଙ୍କ ଦ୍ବାରା ପବିତ୍ର ସ୍ନାନ ପରେ, ଏବେ ଅପେକ୍ଷା *2027 ନାଶିକ କୁମ୍ଭ ମେଳା* ପାଇଁ! 🛕  
*ବିସ୍ତୃତ ଜାଣିବାକୁ:* [ଏଠି କ୍ଲିକ୍ କରନ୍ତୁ]( https://otvkhabar.in/news/religion-happiness/in-which-city-next-kumbh-happened-when-and-where/144317 )
📅 *ତାରିଖ:* 17 ଜୁଲାଇ - 17 ଅଗଷ୍ଟ 2027  
📍 *ସ୍ଥାନ:* *ତ୍ରୟମ୍ବକେଶ୍ୱର, ନାଶିକ* (ମହାରାଷ୍ଟ୍ର)  
🌊 *ପବିତ୍ର ଗୋଦାବରୀ ନଦୀରେ ସ୍ନାନ ଅବସର!*  
ଭର୍ଚୁଆଲ ଧାର୍ମିକ ଅନୁଭବ: ଏବେ ଟେକ୍ନୋଲୋଜି ମାଧ୍ୟମରେ ଆପଣ ଘରେ ବସି ମଧ୍ୟ ବୁଡ଼ ପକାଇପାରିବେ! 💻🔮
*🗳️ ଆପଣଙ୍କ ମତ କ'ଣ ?* 
❤️ - ଆମେ ଯିବାକୁ ଚାହୁଁ  
🔥 - ଏହି ମେଳା ଏକ ଅଦ୍ଭୁତ ଅନୁଭବ  
🙏 - ଭର୍ଚୁଆଲ ବୁଡ଼ ପକାଇବି
🙌 - ଏଇଥର ଯାଇଥିଲି  
📣 *ନିଜ ମତ ଦେବା ସହ ଏହି ଖବରକୁ ଶେୟାର କରନ୍ତୁ!* 🔁🗣️
                        
                    
                    
                    
                        
                        
                                    
                                        
                                            ❤️
                                        
                                    
                                        
                                            🙏
                                        
                                    
                                        
                                            🙌
                                        
                                    
                                        
                                            🏏
                                        
                                    
                                        
                                            💓
                                        
                                    
                                    
                                        15