OTV

OTV

43.1K subscribers

Verified Channel
OTV
OTV
February 28, 2025 at 05:07 PM
*ଉତ୍ତମ ମହାନ୍ତି*—ଓଡ଼ିଆ ସିନେମାର ପ୍ରଥମ ସୁପରଷ୍ଟାର! ରୋମାନ୍ସ, ଆକ୍ସନ, ଡ୍ରାମା—ସବୁଠି ନିଜ ଯାଦୁ ଦେଖାଇ ଦର୍ଶକଙ୍କ ହୃଦୟ ଜିତିଥିଲେ। 📽️ *#abhiman ରୁ #bidyarana ପର୍ଯ୍ୟନ୍ତ, 135+ ଫିଲ୍ମରେ ନିଜ ଅଭିନୟ ଦ୍ଵାରା ଦର୍ଶକଙ୍କୁ ଆନନ୍ଦ ଦେଇଥିଲେ।* 🙏 *ଆମେ ତାଙ୍କୁ ଚିରଯୁଗ ମନେ ରଖିବୁ!* 💐💔 *ଅଧିକ ପଢନ୍ତୁ**: [ଲିଙ୍କ କ୍ଲିକ୍ କରନ୍ତୁ]( https://otvkhabar.in/news/entertainment/uttam-mohanty-passed-away-fans-gonna-miss-the-superstar/144310 ) 🔗 *ଉତ୍ତମ ମହାନ୍ତିଙ୍କୁ ଆପଣ କେମିତି ମନେ ପକାଇବେ?* 👍 *1. ତାଙ୍କ ସ୍ମୃତି ମଧ୍ୟରେ ଚିତ୍ରପଟ ଦେଖିବି* ❤️ *2. ଉତ୍ତମ ମହାନ୍ତିଙ୍କ ଚଳଚ୍ଚିତ୍ରର ଗୀତ ଶୁଣିବି* 🔥 *3. ସମ୍ମାନରେ ତାଙ୍କ ପ୍ରସଂଶା କରି ଭିଡିଓ ବନେଇବି* 📢 **#uttammohanty #ollywoodlegend #odiacinema #cinelover** 🎥🎶
Image from OTV: *ଉତ୍ତମ ମହାନ୍ତି*—ଓଡ଼ିଆ ସିନେମାର ପ୍ରଥମ ସୁପରଷ୍ଟାର! ରୋମାନ୍ସ, ଆକ୍ସନ, ଡ୍ରାମା—...
❤️ 👍 🙏 😢 11

Comments