OTV

OTV

43.1K subscribers

Verified Channel
OTV
OTV
February 28, 2025 at 05:12 PM
*ସଲମାନ ଖାନ ଫ୍ୟାନ୍‌ସ୍ ପାଇଁ ବଡ଼ ଖବର! 🎬🔥* *#sikandar ର ଟିଜର ଏମିତି ଧମାକାଦାର୍ ଯେ ଦେଖିଲେ ଆଖି ହଟେଇ ପାରିବେ ନାହିଁ! ଏହି ଇଦ୍ ରେ *ସଲମାନ ଖାନ* ନେଇ ଆସୁଛନ୍ତି ଜବରଦସ୍ତ୍ ଆକ୍ସନ୍, ଡ୍ରାମା ଏବଂ ଇମୋସନ! *ବିସ୍ତୃତ ଖବର ପାଇଁ ଏଠି ଦେଖନ୍ତୁ:* [👉 Click Here]( https://otvkhabar.in/news/entertainment/five-reasons-why-you-shouldn-t-miss-sikandar/144293 ) କାହିଁକି ଦେଖିବେ *Sikandar*? ଏହି 5 ଟି କାରଣ ଆପଣ ଜାଣିଲେ ଫିଲ୍ମ ଦେଖିବାକୁ ଅପେକ୍ଷା କରିପାରିବେ ନାହିଁ!👇🏼👇🏼 *ମ୍ୟାନ୍ ଅଫ୍ ମାସେସ୍* – ସଲମାନଙ୍କ ଜବରଦସ୍ତ ରୋଲ୍ 🦸🏻‍♂️ *ପାୱାର୍‌-ପ୍ୟାକ୍ ଆକ୍ସନ୍* – ଧମାଲ୍ ଫାଇଟ୍ ସିନ୍‌ସ! 💥🥊 *ନୂଆ ଅନସ୍କ୍ରିନ୍ ଯୋଡି* – *ସଲମାନ x ରଶ୍ମିକା* ❤️🔥 *ଦମଦାର ନିର୍ଦ୍ଦେଶନା* – *A.R. Murugadoss* ଙ୍କ ମାଷ୍ଟରପିସ୍! 🎬 *Best Eid Gift 🎁* – *March 2025* ରେ ଆସୁଛି ଧମାକା! 🎇 *ଆପଣ excited କି ନୁହେଁ?** ନିମ୍ନ ଇମୋଜି ଦ୍ୱାରା ପ୍ରତିକ୍ରିୟା ଦିଅନ୍ତୁ! 👇🏼👇🏼 👍🏼 – *ହଁ, ପ୍ରତିକ୍ଷା କରୁଛି!* ❤️ – *ବନ୍ଧୁମାନଙ୍କ ସହିତ ଦେଖିବି!* 🔥 – *ଫିଲ୍ମଟି ବଢିଆ ହେବ* 😍 - *ମୁଁ ଆଡଭାନ୍ସ ବୁକିଂ କରିଦେବି* *ଅପଡେଟ୍ ପାଇଁ ଫଲୋ କରନ୍ତୁ ଏବଂ ବେଲ୍ ଆଇକନ୍ 🔔 ଦବାନ୍ତୁ!* *💬ପୋଷ୍ଟ ଟି ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ!*
Image from OTV: *ସଲମାନ ଖାନ ଫ୍ୟାନ୍‌ସ୍ ପାଇଁ ବଡ଼ ଖବର! 🎬🔥*    *<a class="text-blue-500 h...
😂 ❤️ 5

Comments