OTV

OTV

43.1K subscribers

Verified Channel
OTV
OTV
February 28, 2025 at 05:28 PM
*ଅସ୍ତଗଲେ ଓଡିଆ ସିନେମା ଜଗତର ସୂର୍ଯ୍ୟ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ* *ସପୂର୍ଣ୍ଣ ଖବର ପାଇଁ ଏଠି ଦେଖନ୍ତୁ* 👉 [ https://otvkhabar.in/news/entertainment/the-sun-sets-uttam-mohanty-cremated-at-satyanagar-crematorium/144308 ] ଉତ୍ତମ ମହାନ୍ତିଙ୍କ ୪ ଦଶକର ଅଭିନୟ ଆମ ହୃଦୟରେ ଚିରସ୍ଥାୟୀ। ୧୩୫ଟି ଓଡ଼ିଆ ସିନେମାରେ ସେ ଯେଉଁ ଅମର ଅଭିନୟ କରିଛନ୍ତି, ତାହା ସଦାର ସମ୍ମାନରେ ରହିବ। *🗳️ପୋଲ୍* – *ଆପଣଙ୍କର ପ୍ରିୟ ଉତ୍ତମ ମହାନ୍ତିଙ୍କ ସିନେମା କ’ଣ?* 🥲 – ଦଣ୍ଡା ବାଳୁଙ୍ଗା 😕 – ଉଦଣ୍ଡି ସୀତା ⭕❗⭕ – ଜଗା ହାତରେ ପଘା 🦜 – ସୁନା ଚଢ଼େଇ *#riputtammohanty #odiacinemalegend #missyouuttamsir #ollywoodsuperstar*
Image from OTV: *ଅସ୍ତଗଲେ ଓଡିଆ ସିନେମା ଜଗତର ସୂର୍ଯ୍ୟ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ*  *...
😢 ❤️ 👍 😕 🙏 🥲 14

Comments