OTV
                                
                                    
                                        
                                    
                                
                            
                            
                    
                                
                                
                                February 28, 2025 at 06:24 PM
                               
                            
                        
                            *#bigbreakingnews ❗️❗️*
*#ବଦଳିଲେ_କଟକ, #ଭୁବନେଶ୍ବର_DCP*
-ବଦଳିଲେ କଟକ ଓ ଭୁବନେଶ୍ବର DCP
-ଜଗମୋହନ ମୀନା ହେଲେ ଭୁବନେଶ୍ବର DCP
-ଖିଲାରୀ ରିଷିକେଶ ହେଲେ କଟକ DCP
-ଭୁବନେଶ୍ବର DCP ପିନାକ ମିଶ୍ରଙ୍କୁ STF ଡିଆଇଜି ଭାବେ ବଦଳି
-ଅଙ୍କିତ କୁମାର ବର୍ମା ହେଲେ ଭୁବନେଶ୍ବର ଅତିରିକ୍ତ DCP
-ଜୟପୁର SDPO ଦାୟିତ୍ବରେ ଥିଲେ ଅଙ୍କିତ କୁମାର ବର୍ମା
#ips #ipsreshuffle #odisha #otv
                        
                    
                    
                    
                        
                        
                                    
                                        
                                            ❤️
                                        
                                    
                                    
                                        2