OTV

OTV

43.1K subscribers

Verified Channel
OTV
OTV
February 28, 2025 at 06:28 PM
*#bigbreakingnews* *#ips_ସ୍ତରରେ_ବଡ଼_ଅଦଳବଦଳ* -IPS ସ୍ତରରେ ବଡ଼ ଧରଣର ଅଦଳବଦଳ -ଏସ୍‌.ଏମ୍‌. ନରୱାଣେ ହେଲେ OHRCର ସ୍ବତନ୍ତ୍ର ଡିଜି -ନରସିଂହ ଭୋଳ ହେଲେ ଅତିରିକ୍ତ ପୋଲିସ କମିଶନର -ଅବକାରୀ କମିଶନର ଥିଲେ ନରସିଂହ ଭୋଳ -ଜୟନାରାୟଣ ପଙ୍କଜ ହେଲେ IGP ଇଣ୍ଟେଲିଜେନ୍ସ -ଦୀପକ କୁମାର ହେଲେ IGP ଅପରେସନ -ସାର୍ଥକ ଷଡ଼ଙ୍ଗୀଙ୍କୁ CID-CBର ଆଇଜିପି ଭାବେ ବଦଳି -ନୀତି ଶେଖର ହେଲେ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି -ଉମା ଶଙ୍କର ଦାଶଙ୍କୁ ଗୃହରକ୍ଷୀ ଓ ଅଗ୍ନିଶମ ବିଭାଗ DIG ଦାୟିତ୍ବ -ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ DIG ହେଲେ ଅଖିଳେଶ୍ବର ସିଂ -ଚରଣ ସିଂ ମୀନାଙ୍କୁ DIG ପ୍ରୋଭିଜନିଂ ଭାବେ ବଦଳି -CB-CIDର ଡିଆଇଜି ହେଲେ ବି. ଗଙ୍ଗାଧର -କଳାହାଣ୍ଡି SP ଅଭିଳାଷ ଜିଙ୍କୁ ବଲାଙ୍ଗିର SP ଭାବେ ବଦଳି -ବୌଦ୍ଧ SP ନାଗରାଜ ଦେବରକୋଣ୍ଡା ହେଲେ କଳାହାଣ୍ଡି SP -କଟକ ରେଲୱେ SP ରାହୁଲ ଗୋଏଲଙ୍କୁ ବୌଦ୍ଧ SP ଭାବେ ବଦଳି -ଦୀପ୍ତେଶ ପଟ୍ଟନାୟକ ପ୍ରିଣ୍ଟିଂ ଷ୍ଟେସନାରୀ ଏବଂ ପବ୍ଲିକେସନ ନିର୍ଦ୍ଦେଶକ -ଯତୀନ୍ଦ୍ର କୁମାର କୋଏଲ ହେଲେ ଏଡିଜି HRPC -କେନ୍ଦ୍ରାଞ୍ଚଳ ଆଇଜି ହେଲେ ଏସ୍‌. ପ୍ରବୀଣ କୁମାର -ନୂଆପଡା SDPO ଅମ୍ରିତ ପାଲ ସିଂ ହେଲେ ଖୋର୍ଦ୍ଧା ଅତିରିକ୍ତ SP *#ips #ipsreshuffle #odisha #otv*
Image from OTV: *<a class="text-blue-500 hover:underline cursor-pointer" href="/hashta...
👍 1

Comments