OTV

OTV

43.1K subscribers

Verified Channel
OTV
OTV
March 1, 2025 at 10:55 AM
*📢 ଚଞ୍ଚଳ ଖବର! IT ମ୍ୟାନେଜର ମାନବ ଶର୍ମାଙ୍କ ଆତ୍ମହତ୍ୟା* ମାନବଙ୍କ ଭାଇରାଲ ଭିଡିଓରେ ସେ ପତ୍ନୀଙ୍କ ନିର୍ଯାତନା ସହିପାରି ନଥିବା କହିଥିଲେ। ସେ ନ୍ୟାୟ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ଆପଣଙ୍କ ଭଲପାଇବା ଜୀବନ ଗଲା। 😞 📍*ଅଧିକ ଜାଣିବାକୁ ଏହି ଲିଙ୍କ କ୍ଲିକ କରନ୍ତୁ:* [🔗 https://otvkhabar.in/news/crime/know-all-the-reasons-behind-manav-sharma-suicide/144351 ] 📌 *ଆପଣଙ୍କ ମତ ଦିଅନ୍ତୁ!* ⚖️*ପୁରୁଷମାନଙ୍କ ପାଇଁ ଅଧିକ ସୁରକ୍ଷା ଆଇନ ଆସିବା ଉଚିତ?* 🙏🏻*ଏହି ଘଟଣାର ନ୍ୟାୟ ମିଳିବ କି?* 👍*ଏଭଳି ଘଟଣା ରୋକିବା ପାଇଁ କ'ଣ କରିବା ଉଚିତ?* *ଅପଡେଟ୍ ପାଇଁ ଫଲୋ କରନ୍ତୁ ଏବଂ ବେଲ୍ ଆଇକନ୍ 🔔 ଦବାନ୍ତୁ!* *💬ପୋଷ୍ଟ ଟି ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ!*
Image from OTV: *📢 ଚଞ୍ଚଳ ଖବର! IT ମ୍ୟାନେଜର ମାନବ ଶର୍ମାଙ୍କ ଆତ୍ମହତ୍ୟା*    ମାନବଙ୍କ ଭାଇରାଲ ...
👍 😮 7

Comments