News ଖବର ଆଜିର
February 25, 2025 at 12:33 AM
*ଆଜିର ରାଶିଫଳ, 25 ଫେବୃୟାରୀ 2025, ମଙ୍ଗଳବାର* ମେଷ ରାଶି ଆଜି ଆପଣ ସକାରାତ୍ମକ ରହିବେ ଏବଂ ଆପଣଙ୍କର ଦିନ ଭଲ ରହିବ । ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେବା କାରଣରୁ ଆପଣଙ୍କର ସବୁ ସମସ୍ୟା ସମାଧାନ ହୋଇଯିବ । ନିବେଶ ମାମଲାରେ ଆପଣଙ୍କୁ ସତର୍କ ରହିବାକୁ ହେବ । ପ୍ରେମ ସବନ୍ଧ ପାଇଁ ଆଜିର ଦିନଟି ଭଲ ଅଛି । ପରିବାରକୁ କୌଣସି ନୂଆ ସଦସ୍ୟ ଆସି ପାରନ୍ତି । ଯିଏ ଆପଣଙ୍କ ପ୍ରତିଷ୍ଠା ପାଇଁ ବାଧା ସୃଷ୍ଟି କରୁଛି ତା ଠାରୁ ଦୂରେଇ ରୁହନ୍ତୁ । ଭାଇ ବନ୍ଧୁ ଙ୍କ ଭିତରେ ଜମିବାଡି କୁ ନେଇ ବିବାଦ ହୋଇ ପାରେ । ବୃଷ ରାଶି ଆପଣଙ୍କ ମନରେ ଆଶା ନିରାଶା ର ମିଶ୍ରିତ ଭାବ ରହିବ । ପିତା ଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଆଜି ଆପଣଙ୍କୁ କାମରେ ସଫଳତା ମିଳିବ । ଦୂରକୁ ଯାତ୍ରା କରି ପାରନ୍ତି । ପରିବାର ଲୋକଙ୍କର ସହଯୋଗ ମିଳିବ । ଆଜି ଆପଣ ନିଜକୁ ଶାନ୍ତ ରଖିବା ପାଇଁ ଚେଷ୍ଟା କରିବେ ଏବଂ ସେଥିରେ ସଫଳ ମଧ୍ୟ ହେବେ । ପ୍ରେମୀ ଯୋଡି ଙ୍କୁ ଆଜି ସତର୍କ ରହିବା ପାଇଁ ହେବ । ଆଜି ଘରେ କିଛି ପରିବର୍ତ୍ତନ ହୋଇପାରେ । ମିଥୁନ ରାଶି ଏହି ରାଶି ଲୋକଙ୍କ କଥାରେ କଠୋରତା ର ପ୍ରଭାବ ହେଇ ପାରେ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ଆପଣଙ୍କର ଆଗ ଚଲା ହୋଇ କହିବାର ସ୍ଵଭାବ ଆଲୋଚନାର କାରଣ ହୋଇ ପାରେ । ଭାଇ ବନ୍ଧୁ ଙ୍କ ପ୍ରତି ପ୍ରେମ ବଢିବ । ବ୍ୟବସାୟରେ ପ୍ରଗତି ଦିଗରେ ଆଗକୁ ବଢିବେ । ଆଜି କମ କହି ଅଧିକ କାମ କରନ୍ତୁ ଏହା ଆପଣଙ୍କ ପାଇଁ ଭଲ ହେବ । ଆଜି କେବଳ ଭାବି ବିଚାରୀ କରିଥିବା ନିବେଶ ଲାଭକାରୀ ହେବ ଏଥିପାଇଁ ଆପଣଙ୍କର ଅର୍ଥ ଭାବି ଚିନ୍ତି ଲଗାନ୍ତୁ । କର୍କଟ ରାଶି ଆଜି ଏହି ରାଶିର ଲୋକ ବହୁତ ବ୍ୟସ୍ତ ରହିବେ । ଆଜି ପାଠ ପଢିବାରେ ମନ ଲାଗିବ ନାହିଁ । ପାଦରେ କଷ୍ଟ ଅନୁଭବ କରିବେ । ରାଗିବା କାରଣରୁ କାମ ବିଗିଡି ଯାଇ ପାରେ । ଜୀବନସାଥିଙ୍କ ପାଇଁ ବହୁତ ଖର୍ଚ କରି ପାରନ୍ତି । ଅନ୍ୟ ଲୋକଙ୍କୁ ଆଜି ଆପଣ ନିଜ ଆଡକୁ ଆକର୍ଷିତ କରିବେ । ମାନସିକ ଚାପ ପରେ ବି ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଆଜି କିଛି ଖରାପ କାମ କରନ୍ତୁ ନାହିଁ ଯାହା ପାଇଁ ଆପଣଙ୍କୁ ପରେ ପସ୍ତେଇବାକୁ ପଡିବ । ସିଂହ ରାଶି ଆଜି ଆପଣଙ୍କର ନିଜ ଜୀବନସାଥୀ ଙ୍କ ସହିତ ଝଗଡା ହୋଇ ଥିବାରୁ ଆପଣ ଅଶାନ୍ତି ଅନୁଭବ କରିବେ କିନ୍ତୁ ସନ୍ଧ୍ୟା ଭିତରେ ସବୁ କିଛି ଠିକ ହୋଇ ଯିବ । ମନ ଚଞ୍ଚଳ ରହିବ । ଆଜି ଶାନ୍ତିପୂର୍ଣ ଭାବେ ଆଗକୁ ବଢନ୍ତୁ । ସରକାରୀ ଲାଭ ମିଳିପାରେ । ଆପଣ ଅସୁସ୍ଥତା ଅନୁଭବ କରି ପାରନ୍ତି । ଆଜି ଅଧିକାଂଶ ସମୟ କିଣା କିଣି କରିବାରେ ଯିବ । କନ୍ୟା ରାଶି ଲଭ ଲାଇଫ ପାଇଁ ଆଜିର ଦିନ ଅନୁକୂଳ ଅଛି । ଆପଣଙ୍କର ପରିଶ୍ରମ ଆପଣଙ୍କୁ ଉନ୍ନତି ମାର୍ଗରେ ନେଇ ଯିବ । ଆଜି କାହା ସହିତ ବି ଝଗଡା କରନ୍ତୁ ନାହିଁ । ବିବାହିତ ଲୋକଙ୍କ ପାଇଁ ଆଜିର ଦିନଟି ଭଲ ରହିବ । ରାଗରେ କହିଦେଇ ଥିବା କଥା ପାଇଁ ଆପଣ ଆଲୋଚନାର ଶିକାର ହୋଇ ପାରନ୍ତି । କଥାବାର୍ତା ଦ୍ଵାରା ସମ୍ପର୍କରେ ସୁଧାର ଆଣନ୍ତୁ । ତୁଳା ରାଶି ଆଜି ଗରିବ ମାନଙ୍କୁ ଖାଇବା ପାଇଁ ଦିଅନ୍ତୁ ଏହା ଦ୍ଵାରା ଆପଣଙ୍କର ଆର୍ଥିକ ସ୍ଥିତି ଦୃଢ ରହିବ । ଆପଣ ଖୁବ ଶୀଘ୍ର ସଫଳତା ହାସଲ କରିବେ । କାହା କଥାରେ ଆସି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଆପଣ ନିଜ ଖୁସି ନୁ ଅନ୍ୟ ସହିତ ଶେୟାର କରନ୍ତୁ ଏହାଦ୍ବାରା ଆପଣଙ୍କର ଦେହ ଭଲ ରହିବ । ବନ୍ଧୁ ଏବଂ ଭାଇ ଙ୍କ ଠାରୁ ସହଯୋଗ ମିଳିପାରେ । ବିଛା ରାଶି ଆଜି ନୂଆ ପ୍ରେମ ପ୍ରସଙ୍ଗ ଆରମ୍ଭ ହୋଇପାରେ । ଆଜିର ଦିନଟି ବହୁତ ଖୁସିରେ କଟିବ । ନିଜର ସ୍ୱାସ୍ଥ୍ୟ ଏବଂ ବ୍ୟକ୍ତିତ୍ବରେ ସୁଧାର ଆଣିବା ପାଇଁ ଚେଷ୍ଟା କରନ୍ତୁ । କ୍ୟାରିୟର ପାଇଁ ଆସୁଥିବା ସମୟ ଆପଣଙ୍କ ପାଇଁ ଭଲ ରହିବ । ଅଧା ଥିବା କାମ ପୁରା ହୋଇପାରେ । କିଛି ଘରୋଇ ସମସ୍ୟାର ସାମନା କରିବାକୁ ପଡିପାରେ । ଭୁଲ ବୁଝାବଣା ପାଇଁ ଆପଣଙ୍କ ସମ୍ପର୍କ ଠିକ ହୋଇ ନଥିବାରୁ ତାହା ଆଜି ଦୂର ହୋଇ ପାରେ । ଧନୁ ରାଶି ଆଜି କିଛି ଖାସ କାମ ପାଇଁ କୌଣସି ଅନୁଭବି ଲୋକଙ୍କର ସାହାଯ୍ୟ ନେବା ଆପଣଙ୍କ ପାଇଁ ଠିକ ରହିବ । ନିଜର ବ୍ୟକ୍ତିତ୍ଵ ଏବଂ ରୂପ ରଙ୍ଗ କୁ ଭଲ କରିବା ପାଇଁ ଚେଷ୍ଟା ସନ୍ତୋଷଜନକ ପ୍ରମାଣିତ ହୋଇପାରେ । ବ୍ୟକ୍ତିଗତ ସମସ୍ୟା ହୋଇପାରେ । ପରିବାର ବାତାବରଣ ବିଗିଡି ଯାଇ ପାରେ । କାମରେ ଅସଫଳତା ମନରେ ନିରାଶ ଆଣିବ । ତୁଳା ରାଶି ଆଜି ଗରିବ ମାନଙ୍କୁ ଖାଇବା ପାଇଁ ଦିଅନ୍ତୁ ଏହା ଦ୍ଵାରା ଆପଣଙ୍କର ଆର୍ଥିକ ସ୍ଥିତି ଦୃଢ ରହିବ । ଆପଣ ଖୁବ ଶୀଘ୍ର ସଫଳତା ହାସଲ କରିବେ । କାହା କଥାରେ ଆସି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଆପଣ ନିଜ ଖୁସି ନୁ ଅନ୍ୟ ସହିତ ଶେୟାର କରନ୍ତୁ ଏହାଦ୍ବାରା ଆପଣଙ୍କର ଦେହ ଭଲ ରହିବ । ବନ୍ଧୁ ଏବଂ ଭାଇ ଙ୍କ ଠାରୁ ସହଯୋଗ ମିଳିପାରେ । ବିଛା ରାଶି ଆଜି ନୂଆ ପ୍ରେମ ପ୍ରସଙ୍ଗ ଆରମ୍ଭ ହୋଇପାରେ । ଆଜିର ଦିନଟି ବହୁତ ଖୁସିରେ କଟିବ । ନିଜର ସ୍ୱାସ୍ଥ୍ୟ ଏବଂ ବ୍ୟକ୍ତିତ୍ବରେ ସୁଧାର ଆଣିବା ପାଇଁ ଚେଷ୍ଟା କରନ୍ତୁ । କ୍ୟାରିୟର ପାଇଁ ଆସୁଥିବା ସମୟ ଆପଣଙ୍କ ପାଇଁ ଭଲ ରହିବ । ଅଧା ଥିବା କାମ ପୁରା ହୋଇପାରେ । କିଛି ଘରୋଇ ସମସ୍ୟାର ସାମନା କରିବାକୁ ପଡିପାରେ । ଭୁଲ ବୁଝାବଣା ପାଇଁ ଆପଣଙ୍କ ସମ୍ପର୍କ ଠିକ ହୋଇ ନଥିବାରୁ ତାହା ଆଜି ଦୂର ହୋଇ ପାରେ । ଧନୁ ରାଶି ଆଜି କିଛି ଖାସ କାମ ପାଇଁ କୌଣସି ଅନୁଭବି ଲୋକଙ୍କର ସାହାଯ୍ୟ ନେବା ଆପଣଙ୍କ ପାଇଁ ଠିକ ରହିବ । ନିଜର ବ୍ୟକ୍ତିତ୍ଵ ଏବଂ ରୂପ ରଙ୍ଗ କୁ ଭଲ କରିବା ପାଇଁ ଚେଷ୍ଟା ସନ୍ତୋଷଜନକ ପ୍ରମାଣିତ ହୋଇପାରେ । ବ୍ୟକ୍ତିଗତ ସମସ୍ୟା ହୋଇପାରେ । ପରିବାର ବାତାବରଣ ବିଗିଡି ଯାଇ ପାରେ । କାମରେ ଅସଫଳତା ମନରେ ନିରାଶ ଆଣିବ । #ରାଶିଫଳ #rashifal
👍 ❤️ 6

Comments