
Sgsk News Point Channel
February 5, 2025 at 07:43 AM
*#ଟିକେଟ୍_ପାଇଁ_ଠେଲାପେଲା*
-ଅଫଲାଇନ ଟିକେଟ୍ ପାଇଁ ଅସମ୍ଭାଳ ଭିଡ଼
-ଟିକେଟ୍ କାଉଣ୍ଟରରେ ଠେଲାପେଲା, ଦଳାଚକଡ଼ା
-ଗତକାଲି ସନ୍ଧ୍ୟାରୁ ଧାଡ଼ି ଦେଇଛନ୍ତି କ୍ରିକେଟ୍ ପ୍ରେମୀ
-ବ୍ୟାରିକେଡ୍ କାଟି ଲୋକଙ୍କୁ ବାହାର କରାଗଲା
-ଭିଡ଼ ନିୟନ୍ତ୍ରଣ କରିବାରେ ନାକେଦମ ପୋଲିସ
*#cuttack #indvseng #sgsknews*

😂
🙏
3