Sgsk News Point Channel WhatsApp Channel

Sgsk News Point Channel

592 subscribers

About Sgsk News Point Channel

💫🧐Our Channel For People🧐💫 This channel provide information about only important news, work for students, women empowerment and social service 🙏❤️🫡🇮🇳🫡❤️🇮🇳🙏

Similar Channels

Swipe to see more

Posts

Sgsk News Point Channel
Sgsk News Point Channel
2/22/2025, 8:02:57 AM

*#NCTENews: Transforming teacher education in line with #NEP2020.* *#NCTE proposed to revert the bachelor of education (B.Ed.) & master of education (M.Ed.) programmes to one-year format from the academic session 2026-27.*

Post image
Image
Sgsk News Point Channel
Sgsk News Point Channel
2/22/2025, 7:58:35 AM

*नए रेगुलेशंस में 9 कोर्स 2026 से नए रूप से शुरू होंगे। अब #ITEP योगा एजुकेशन, ITEP फिजिकल एजुकेशन, ITEP संस्कृत एजुकेशन, ITEP आर्ट एजुकेशन समेत 4 नई स्पेशलाइज्ड स्ट्रीम जोड़ी गई है l*

Post image
Image
Sgsk News Point Channel
Sgsk News Point Channel
2/22/2025, 1:32:21 PM

*#ଅଷ୍ଟ୍ରେଲିଆ-#ଇଂଲଣ୍ଡ_ମ୍ୟାଚ୍‌ରେ_ତ୍ରୁଟି* -ଲାହୋରରେ ଅଷ୍ଟ୍ରେଲିଆ-ଇଂଲଣ୍ଡ ମ୍ୟାଚ୍‌ ବେଳେ ବଡ଼ ତ୍ରୁଟି -ଇଂଲଣ୍ଡର ସଙ୍ଗୀତ ବାଜିବାର ଥିଲା, ବାଜିଲା ଭାରତୀୟ ଜାତୀୟ ସଙ୍ଗୀତ -କିଛି ସେକେଣ୍ଡ ପାଇଁ ଭୁଲ୍‌ରେ ବାଜିଲା ଭାରତୀୟ ଜାତୀୟ ସଙ୍ଗୀତ -ଏହା ପରେ ଅଷ୍ଟ୍ରେଲିଆର ଜାତୀୟ ସଙ୍ଗୀତ, ତ୍ରୁଟିର କାରଣ ଜଣାପଡ଼ିନି *#AUSvsENG #championstrophy #Pakistan #India #SgskNews*

Post image
Image
Sgsk News Point Channel
Sgsk News Point Channel
2/22/2025, 9:08:34 AM

*#ନିଷ୍କର୍ସ_ଅନୁସାରେ_କାର୍ଯ୍ୟାନୁଷ୍ଠାନ: ସୂର୍ଯ୍ୟବଂଶୀ* --କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣାରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା --‘ଯେଉଁମାନଙ୍କୁ ସମନ ହୋଇଥିଲା ସେମାନେ ହାଜର ହୋଇଛନ୍ତି’ --‘ଉଚ୍ଚସ୍ତରୀୟ କମିଟି ଶୁଣାଣି କରି ସବୁ ରେକର୍ଡ କରି ରଖିଛି’ --‘ଯାହା ନିଷ୍କର୍ସ ଆସିବ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ’ --ଏହା ଭିତରେ ୧୦ ଜଣଙ୍କୁ ଗିରଫ କରାଯାଇ ସାରିଛି- ସୂର୍ଯ୍ୟବଂଶୀ --‘ପୋଲିସ ଇନ୍‌ଭେଷ୍ଟିଗେସନ୍‌, ଫୋରେନସିକ୍‌ ଯାଞ୍ଚ ଚାଲିଛି’ --‘ଭାଇରାଲ୍‌ ଭିଡିଓର ଭଏସ୍‌ ସ୍ପେକ୍ଟ୍ରୋଗ୍ରାଫି କରାଯିବ’ *#KIITUniversity #KIITIssues #SuryabanshiSuraj #SgskNewsPoint #Odisha*

Post image
Image
Sgsk News Point Channel
Sgsk News Point Channel
2/22/2025, 7:53:23 AM

*#ଖବର_ବାଜିଲା_ଦରମା_ମିଳିଲା* -ବଲାଙ୍ଗିର: ମଜୁରୀ ପାଇଁ ଶିକ୍ଷକ ଛୁଟି ଦରଖାସ୍ତ ଦେବା ଘଟଣା -ଖବର ପ୍ରସାରଣ ପରେ ବକେୟା ଦରମା ଦେଲା ଶିକ୍ଷା ବିଭାଗ -୩୯୮ କୋଟି ୩୨ ଲକ୍ଷ ୮୨ ହଜାର ଟଙ୍କା ରିଲିଜ କଲା ବିଭାଗ -ପୁଇଁତଳା ବ୍ଲକର ୭୨ ଶିକ୍ଷକ ଦରମା ପାଇନଥିବା ଅଭିଯୋଗ ହୋଇଥିଲା -ଜଣେ ଶିକ୍ଷକ ମଜୁରୀ ପାଇଁ ପ୍ରଧାନ ଶିକ୍ଷକଙ୍କୁ ଛୁଟି ଆବେଦନ କରିଥିଲେ *#Bolangir #SgskNews*

Sgsk News Point Channel
Sgsk News Point Channel
2/22/2025, 1:30:43 PM

*#ନେପାଳ_ସହ_କଥା_ହେଲେ_ମୁଖ୍ୟମନ୍ତ୍ରୀ* --କିଟ୍‌ ଘଟଣାରେ ନେପାଳ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ --ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ପ୍ରତିଶ୍ରୁତି ଦେଲେ --ରାଜ୍ୟ ସରକାର ଘଟଣା ଉପରେ ତୀକ୍ଷ୍‌ଣ ନଜର ରଖିଥିବା ଜଣାଇଲେ --ଏଥିସହ ନେପାଳ ଦୂତାବାସର ଦୁଇ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ --ଆଲୋଚନାରେ ମୁଖ୍ୟ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ACS ଭାଗ ନେଲେ *#KIIT #CM #MohanMajhi #Nepal #SgskNews*

Post image
Image
Sgsk News Point Channel
Sgsk News Point Channel
2/24/2025, 8:11:17 AM

*#NHRCକୁ_ନେପାଳ_ମାନବାଧିକାର_କମିଶନଙ୍କ_ଚିଠି* -କିଟ୍‌ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା -ନ୍ୟାୟ ଓ ଉଚ୍ଚସ୍ତରୀୟ ତଦନ୍ତ ପାଇଁ NHRCଙ୍କୁ ଚିଠି -ଭାରତୀୟ ମାନବାଧିକାର କମିଶନଙ୍କୁ ନେପାଳର ଚିଠି -କିଟ୍‌ କର୍ତ୍ତୃପକ୍ଷଙ୍କ ଦୁର୍ବ୍ୟବହାର ପାଇଁ କାର୍ଯ୍ୟାନୁଷ୍ଠାନ ଦାବି *#KIITUniversity #DeathCase #Bhubaneswar #SgskNewsPoint #Odisha*

Post image
Image
Sgsk News Point Channel
Sgsk News Point Channel
2/23/2025, 9:25:56 AM

*#ବାରବାଟୀରେ_କ୍ରିକେଟ_ମ୍ୟାଚ_ବେଳେ_ଲାଇଟ_ଲିଭିବା_ଘଟଣା* - ରାଜ୍ୟ ସରକାରଙ୍କ ନୋଟିସର ଉତ୍ତର ଦେଲା OCA - ଏଣିକି ମ୍ୟାଚ ବେଳେ ଅଧିକ ସତର୍କ ହେବ OCA - ପ୍ରତି ଫ୍ଲର୍ଡ୍‌ ଲାଇଟ ପାଖରେ ରହିବ ଜେନେରେଟର ବ୍ୟବସ୍ଥା - ସୂଚନା ଦେଲେ OCA ସଭାପତି ପଙ୍କଜ ଲୋଚନ ମହାନ୍ତି

Post image
Image
Sgsk News Point Channel
Sgsk News Point Channel
2/22/2025, 7:55:00 AM

*#ଛୁଟି_ଦରଖାସ୍ତ_ଭାଇରାଲ_ପରେ_ଶିକ୍ଷକଙ୍କୁ_ମିଳିଲା_ଦରମା* -ବଲାଙ୍ଗିର: ପୁଇଁତଳା ବ୍ଳକର ଶିକ୍ଷକ ପ୍ରଭଦତ୍ତଙ୍କୁ ମିଳିଲା ଦରମା -୩ ମାସ ଦରମା ମିଳି ନଥିବାରୁ ମୂଲ ଲାଗିବାକୁ ଛୁଟି ମାଗିଥିଲେ -ଚିଠି ଭାଇରାଲ ହେବା ଏକ୍ସ କ୍ୟାଡର ଶିକ୍ଷକଙ୍କୁ ମିଳିଲା ଦରମା *#Bolangir #SgskNewsPoint #Odisha*

Sgsk News Point Channel
Sgsk News Point Channel
2/21/2025, 2:57:11 PM

*#ହାଜର_ହେଲେ_ଅଚ୍ୟୁତ_ସାମନ୍ତ* -କିଟ୍‌ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା -ରାଜ୍ୟ ଅତିଥି ଭବନରେ ପହଞ୍ଚିଲେ ଅଚ୍ୟୁତ ସାମନ୍ତ -ହାଜର ହେବାକୁ ଗତକାଲି ସମନ କରିଥିଲା ଉଚ୍ଚଶିକ୍ଷା ବିଭାଗ -ଅଚ୍ୟୁତଙ୍କୁ ପ୍ରଶ୍ନ କରିବ ଉଚ୍ଚସ୍ତରୀୟ କିମିଟି -କିଟ୍‌କାଣ୍ଡ ଓ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ରଖିବେ ତଥ୍ୟ *#KIIT #AchyutSamant #StudentDeathCase #SgskNewsPoint #Odisha*

Post image
👍 1
Image
Link copied to clipboard!