Sgsk News Point Channel
Sgsk News Point Channel
February 5, 2025 at 11:57 AM
*#ବାରବାଟୀ_ଷ୍ଟାଡିୟମ_ଜଗିବେ_୫୦_ପ୍ଲାଟୁନ* --ବାରବାଟୀ ଷ୍ଟାଡିୟମକୁ ଜଗିବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ --ସୂଚନା ଦେଲେ ପୋଲିସ କମିଶନର ଏସ. ଦେବଦତ୍ତ ସିଂ --‘ଆସନ୍ତା ୭ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଦୁଇ ଦଳ’ --‘୮ରେ ଅଭ୍ୟାସ ପାଇଁ କଟକ ଯିବେ ଦୁଇ ଦଳ, ୯ରେ ମ୍ୟାଚ’ --‘୫୦ ପ୍ଲାଟୁନ ଫୋର୍ସ ସହ ବରିଷ୍ଠ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ରହିବେ’ *#barabatistadium #sgsknews #odisha*
Image from Sgsk News Point Channel: *<a class="text-blue-500 hover:underline cursor-pointer" href="/hashta...
👍 1

Comments