Sgsk News Point Channel
Sgsk News Point Channel
February 5, 2025 at 02:05 PM
*#୭ରେ_ଭୁବନେଶ୍ୱର_ଆସିବେ_ଭାରତ_ଓ_ଇଂଲଣ୍ଡ_ଟିମ୍‌* -କଟକ ବାରବାଟୀରେ ହେବ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ -ଅଭ୍ୟାସ ପାଇଁ ୮ରେ ବାରବାଟୀ ଯିବେ ଉଭୟ ଟିମ୍‌ -ଭୁବନେଶ୍ୱରରେ ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ -ବାରବାଟୀ ଷ୍ଟାଡିଅମକୁ ପାଣି ବୋତଲ ମନା *#barabati #indvseng #sgsknews #odisha*
😂 3

Comments