
Sgsk News Point Channel
February 6, 2025 at 08:09 AM
*‘#ଅଭିଯୋଗ_ଆସିଲେ_ତୁରନ୍ତ_ସମାଧାନ_କର*
--ଜନଶୁଣାଣିର ଅଭିଯୋଗ ତୁରନ୍ତ ସମାଧାନ କରିବାକୁ CMOରୁ ଚିଠି
--ସିଏମ୍ଓ ପକ୍ଷରୁ ମୁଖ୍ୟ ଶାସନ ସଚିବ, ପୋଲିସ ଓ ଜିଲ୍ଲାପାଳଙ୍କୁ ଚିଠି
--ଅଭିଯୋଗ ପତ୍ର ଗୁଡ଼ିକର ତ୍ବରିତ ସମାଧାନ କରିବାକୁ ଚିଠିରେ ଉଲ୍ଲେଖ
--ଦୀର୍ଘ ଦିନଧରି ତ୍ବରିତ ପଦକ୍ଷେପ ନେବାରେ ବିଳମ୍ବ ହେଉଛି
--ସେଥିପାଇଁ ଜନଶୁଣାଣିରେ ସମାନ ଅଭିଯୋଗ ବାରମ୍ବାର ଆସୁଛି
--ଯେଉଁ ଅଧିକାରୀ ଅବହେଳା କରୁଛନ୍ତି କାର୍ଯ୍ୟାନୁଷ୍ଠାନ ନେବାକୁ ଉଲ୍ଲେଖ
*#cmo #odisha #sgsknews*

👍
1