Sgsk News Point Channel
Sgsk News Point Channel
February 6, 2025 at 08:35 AM
*#ମାଟ୍ରିକ_ପ୍ରଶ୍ନପତ୍ର_ଭାଇରାଲ୍_ହେଲେ_ଜଣାପଡ଼ିବ* --ମାଟ୍ରିକ ପରୀକ୍ଷା ପୂର୍ବରୁ ବୋର୍ଡ ପକ୍ଷରୁ ପ୍ରେସମିଟ୍ --ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୬ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା --୧୨ତାରିଖରୁ ୧୯ ଭିତରେ ସବୁ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିବ --ଚଳିତ ବର୍ଷ ପ୍ରଶ୍ନପତ୍ର ଭାଇରାଲ ନହେବା ପାଇଁ ପଦକ୍ଷେପ ନିଆଯାଇଛି --ପ୍ରତି ପ୍ରଶ୍ନପତ୍ରରେ ସିରିଏଲ୍ ନମ୍ବର ରହିବ ଭାଇରାଲ୍ ହେଲେ ଜଣାପଡ଼ିବ --କେଉଁଠୁ ଓ କେଉଁ ସେଣ୍ଟରରୁ ଭାଇରାଲ୍ ହେଲା ସ୍ପଷ୍ଟ ଜଣାପଡ଼ିବ --୩୦ ଜିଲ୍ଲାରେ ୩୧୩୩ ପରୀକ୍ଷା କେନ୍ଦ୍ର, ୩୧୪ଟି ନୋଡାଲ ସେଣ୍ଟର --ସବୁ ସେଣ୍ଟରରେ ସିସିଟିଭି ଲାଗିଛି, ୬୦୦ ସେଣ୍ଟରରେ ଲାଇଟ୍ ବ୍ୟବସ୍ଥା ହେବ *#matricexam #pressmeet #sgsknewspoint #odisha*
Image from Sgsk News Point Channel: *<a class="text-blue-500 hover:underline cursor-pointer" href="/hashta...

Comments