Sgsk News Point Channel
Sgsk News Point Channel
February 6, 2025 at 12:52 PM
*#ଫେବୃଆରୀ_୧୦ରୁ_ହେବ_କଡ଼ା_ଚେକିଂ* ଗାଡ଼ି କାଚରେ ବ୍ଲାକ୍‌ ଫିଲ୍ମ୍‌ସ, ଉଚ୍ଚ ଶବ୍ଦରେ ହର୍ଣ୍ଣ ଥିଲେ ହେବ କଡ଼ା ଆକ୍ସନ l ଏନେଇ ସୂଚନା ଦେଇଛନ୍ତି ପୋଲିସ୍‌ କମିଶନର l ଯଦି ଆପଣଙ୍କ ଗାଡ଼ିରେ ଏସବୁ ଲାଗିଛି ତେବେ ୧୦ ତାରିଖ ପୂର୍ବରୁ କାଢ଼ି ଦେବାକୁ ଜନସାଧାରଣଙ୍କୁ ଅପିଲ୍‌ କରିଛି କମିଶନରେଟ୍‌ ପୋଲିସ୍‌ l *#bhubaneswar #cuttack #commissioneratepolice #sgsknews #odisha*
Image from Sgsk News Point Channel: *<a class="text-blue-500 hover:underline cursor-pointer" href="/hashta...
👍 1

Comments