
Sgsk News Point Channel
February 7, 2025 at 10:44 AM
*#କଟକ_ବାରବାଟୀରେ_ଭାରତ_ଇଂଲଣ୍ଡ_ଦିନିକିଆ_ମ୍ୟାଚ୍*
-ଉଭୟ ଟିମ ସନ୍ଧ୍ୟା 7.40 ମିନିଟରେ ବିମାନ ବନ୍ଦରରେ ପହଞ୍ଚିବେ
-ଆସନ୍ତାକାଲି ଇଂଲଣ୍ଡ ଦିନ 1 ଟାରୁ 4ଟା ଯାଏ ଅଭ୍ୟାସ କରିବ
-ଅପରାହ୍ନ 5 ରୁ ରାତି 8 ଯାଏ ଅଭ୍ୟାସ କରିବ ଭାରତ
*#barabatistadium #indeng #sgsknewspoint #odisha*

❤️
1