Sgsk News Point Channel
Sgsk News Point Channel
February 7, 2025 at 11:09 AM
*#ଆସନ୍ତାକାଲି_ମିଳିବ_ସୁଭଦ୍ରା_ଟଙ୍କା* -ଫେବୃଆରୀ ୮ ତାରିଖରେ ଆସିବ ସୁଭଦ୍ରା ଟଙ୍କା -ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ -୧୮ ଲକ୍ଷରୁ ଅଧିକ ହିତାଧିକାରୀ ପାଇବେ ସୁଭଦ୍ରା ଟଙ୍କା -ମୋଟ୍‌ ହିତାଧିକାରୀ ସଂଖ୍ୟା ୧ କୋଟି ପାର୍‌ କରିବ -ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା *#subhadrayojana #pravatiparida #odisha #sgsknews*
Image from Sgsk News Point Channel: *<a class="text-blue-500 hover:underline cursor-pointer" href="/hashta...

Comments