Sgsk News Point Channel
                                
                            
                            
                    
                                
                                
                                February 7, 2025 at 04:58 PM
                               
                            
                        
                            *#ପହଞ୍ଚିଲେ_ଭାରତ_ଓ_ଇଂଲଣ୍ଡ_କ୍ରିକେଟ୍_ଖେଳାଳି* 
-ଭୁବନେଶ୍ବରରେ ଭାରତ ଓ ଇଂଲଣ୍ଡ ଟିମ୍ର ଖେଳାଳି
-ମେ ଫେୟାର ହୋଟେଲରେ ଉଭୟ ଦଳକୁ ସ୍ବାଗତ
-ନୃତ୍ୟ ଓ ବାଦ୍ୟର ତାଳେତାଳେ ଖେଳାଳିଙ୍କୁ ସ୍ବାଗତ
-ଆସନ୍ତାକାଲି ବାରବାଟୀରେ ନେଟ୍ ପ୍ରାକ୍ଟିସ କରିବେ ଉଭୟ ଦଳ
-୯ ତାରିଖରେ ଭାରତ-ଇଂଲଣ୍ଡ ହାଇ ଭୋଲ୍ଟେଜ ଦିନିକିଆ ମ୍ୟାଚ୍
 *#cricket #barabatistadium #cuttuck #sgsknewspoint #odisha*