Sgsk News Point Channel
Sgsk News Point Channel
February 8, 2025 at 05:37 AM
*#ଆଜି_ମିଳିବ_ସୁଭଦ୍ରା_ଟଙ୍କା* -ଆଜି ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ -୧୮ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଯିବ ଟଙ୍କା -ଯାଜପୁର ବ୍ୟାସନଗରରେ ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ -ଆଜି ଅର୍ଥ ପ୍ରଦାନ ପରେ ୯୮ ଲକ୍ଷରେ ପହଞ୍ଚିବ ଲାଭାର୍ଥୀଙ୍କ ସଂଖ୍ୟା *#subhadrayojana #odisha #sgsknews*
Image from Sgsk News Point Channel: *<a class="text-blue-500 hover:underline cursor-pointer" href="/hashta...

Comments