Sgsk News Point Channel
Sgsk News Point Channel
February 8, 2025 at 02:03 PM
*#ସର୍ବନିମ୍ନ_୧୦_ହଜାର_ପେନସନ_ମିଳିବ* ୨୫ ବର୍ଷର ସର୍ବନିମ୍ନ ଯୋଗ୍ୟତା ପାଇଁ ଅବସର ପୂର୍ବରୁ ୧୨ ମାସରେ ମିଳିଥିବା ହାରାହାରି ମୂଳ ଦରମା ୫୦ ପ୍ରତିଶତ ହାରରେ ମିଳିବ l ସର୍ବନିମ୍ନ ୧୦ ବର୍ଷର ଚାକିରି ଅବଧି ସାରି ଅବସର ନେବା ପରେ ୧୦ ହଜାର ମାସିକ ପେନସନ ପାଇବେ l ଏନେଇ ମୁଖ୍ୟମନ୍ତ୍ରୀ ଦେଲେ ସୂଚନା l *#mohanmajhi #cabinet #odisha #sgsknews*

Comments