
Sgsk News Point Channel
February 9, 2025 at 08:34 AM
*#ଇଂଲଣ୍ଡ_ଟିମର_ବ୍ୟାଟିଂ_ନିଷ୍ପତ୍ତି*
-ବାରବାଟୀରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଂଲଣ୍ଡ
-ବାରବାଟୀରେ ମୈଦାନକୁ ଓହ୍ଲାଇବେ ବିରାଟ କୋହଲି
-ଜୟସଓ୍ବାଲଙ୍କ ବଦଳରେ ଖେଳିବେ ବିରାଟ
-ଦିନିକିଆରେ ଡେବ୍ୟୁ କଲେ ବରୁଣ ଚକ୍ରବର୍ତ୍ତୀ
-କୁଳଦୀପଙ୍କ ସ୍ଥାନରେ ଖେଳିବେ ବରୁଣ ଚକ୍ରବର୍ତ୍ତୀ
*#indveng #barabatistadium #cuttuck #sgsknews*
