
Sgsk News Point Channel
February 9, 2025 at 08:49 AM
*#ରାସନ_କାର୍ଡକୁ_ନେଇ_ବଡ଼_ଅପଡେଟ୍*
-୧୫ ପରେ ଆଉ ବଢ଼ିବନି eKYC ଅବଧି
-ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା
-ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ନିଆଯିବ ପଦକ୍ଷେପ
-କାର୍ଡ ନ ଫେରାଇଥିଲେ, ହେବ କାର୍ଯ୍ୟାନୁଷ୍ଠାନ
-୩୭ ଲକ୍ଷରୁ ଅଧିକ କାର୍ଡର ହୋଇନି eKYC
-eKYC କରିନଥିଲେ ସରେଣ୍ଡର ବୋଲି ଧରାଯିବ
*#rationcard #bigupdate #sgsknewspoint #odisha*

👍
🤝
2