Sgsk News Point Channel
February 9, 2025 at 12:57 PM
*#ଗେଲ୍ଙ୍କୁ_ଟପିଲେ_ରୋହିତ*
-ODIରେ କ୍ରିସ୍ ଗେଲ୍ଙ୍କୁ ଟପିଲେ ରୋହିତ ଶର୍ମା
-ଗେଲ୍ଙ୍କ ନାଁରେ ଥିବା ୩୩୧ ଛକା ରେକର୍ଡକୁ ଟପିଲେ
-ବାରବାଟୀରେ ୩ଟି ଛକା ମାରି ୩୩୩ରେ ପହଞ୍ଚିଲେ
-ODIରେ ୩୫୧ ଛକା ମାରି ନଂ ୱାନ୍ରେ ଅଛନ୍ତି ଆଫ୍ରିଦି
*#barabati #india #england #sgsknews #odisha*
❤️
2