
Sgsk News Point Channel
February 10, 2025 at 03:25 AM
*#ମହାକୁମ୍ଭରେ_ବୁଡ଼_ପକାଇବେ_ମହାମହିମ_ରାଷ୍ଟ୍ରପତି*
--ଆଜି ପ୍ରୟାଗରାଜରେ ବୁଡ଼ ପକାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
--ଦିନ ୧୧ଟାରେ ପ୍ରୟାଗରାଜରେ ପହଞ୍ଚି ବୁଡ଼ ପକାଇବେ
--ବୁଡ଼ ପରେ ଅକ୍ଷୟ ବଟ ଓ ହନୁମାନ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କାର୍ଯ୍ୟକ୍ରମ
--ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୟୁପି ସରକାରଙ୍କ ସ୍ବତନ୍ତ୍ର ବ୍ୟବସ୍ଥା
*#mahakumbh2025 #president #droupadimurmu #prayagraj #sgsknews*

🙏
1