Sgsk News Point Channel
Sgsk News Point Channel
February 11, 2025 at 06:22 AM
*#ସୁଭଦ୍ରାରୁ_ବଞ୍ଚିତ_ଅଢ଼େଇ_ଲକ୍ଷ_ଯୋଗ୍ୟ_ହିତାଧିକାରୀ* ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ଅଢ଼େଇ ଲକ୍ଷ ଯୋଗ୍ୟ ହିତାଧିକାରୀ l ଡିବିଟି ଏବଂ ଇକେୱାଇସି ଅପଡେଟ୍‌ ନଥିବାରୁ ଆସିନି ଟଙ୍କା l ତାଲିକା ଯାଞ୍ଚ ସହ ତୁରନ୍ତ ବାୟୋମାଟ୍ରିକ ପଦ୍ଧତିରେ ଇକେୱାଇସି କରିବାକୁ ପରାମର୍ଶ l *#subhadrayojana #odisha #sgsknews*

Comments