
Sgsk News Point Channel
February 12, 2025 at 03:10 AM
*#ଝିଅ_ଜନ୍ମ_ହେଲେ_ମିଳିବ_୧୨_ହଜାର_ଟଙ୍କା*
-ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା
-ଏଣିକି ପୁଅ ଜନ୍ମ ହେଲେ ମିଳିବ ୧୦ ହଜାର ଟଙ୍କା
-ଝିଅ ଜନ୍ମ ହେଲେ ମିଳିବ ୧୨ ହଜାର ଟଙ୍କା
-ମମତା ଯୋଜନା ସହ ମିଳିତ ଭାବେ କାର୍ଯ୍ୟକାରୀ ହେବ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା
-ସର୍ବାଧିକ ଦୁଇଟି ସନ୍ତାନ ଜନ୍ମ କ୍ଷେତ୍ରରେ ମିଳିବ ସହାୟତା
-ପିଭିଟିଜି ମାନଙ୍କ କ୍ଷେତ୍ରରେ ଦୁଇଟି ସନ୍ତାନ ସୀମା ଲାଗୁ ହେବ ନାହିଁ
-ସହାୟତା କରୁଥିବା ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ୨୫୦ ଟଙ୍କା
-ଅଙ୍ଗନବାଡ଼ି ସହାୟିକାଙ୍କୁ ମିଳିବ ୧୫୦ ଟଙ୍କା ପ୍ରୋତ୍ସାହନ ରାଶି
*#mohanmajhi #cm #bigannouncement #sgsknewspoint #odisha*

❤️
👍
2