
Sgsk News Point Channel
February 12, 2025 at 10:14 AM
*#କନିଷ୍ଠ_ଶିକ୍ଷକଙ୍କର_ଦରମା_ବଢ଼ିଲା*
--କନିଷ୍ଠ ଶିକ୍ଷକ (ସ୍କେମାଟିକ୍)ଙ୍କର ଦରମା ବଢ଼ିଲା
--ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି
--ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ୍ର ଶିକ୍ଷକଙ୍କୁ ମିଳିବ ବର୍ଦ୍ଧିତ ଦରମା
--ମାସିକ ୫ହଜାର ଦରମା ବୃଦ୍ଧି କଲେ ରାଜ୍ୟ ସରକାର
--ମାସିକ ୧୧ ହଜାର ଟଙ୍କା ବଦଳରେ ବର୍ଦ୍ଧିତ ୧୬ ହଜାର ଟଙ୍କା ପାଇବେ
--ସମଗ୍ର ଶିକ୍ଷା ଅଭିଯାନ ଅଧିନରେ କାର୍ଯ୍ୟରତ ଶିକ୍ଷକଙ୍କ ଦରମା ବୃଦ୍ଧି
*#juniorteacher #salaryhike #samagrashikshascheme #sgsknewspoint #odisha*

🎉
👍
2