
Sgsk News Point Channel
February 15, 2025 at 06:40 AM
*'#ଅନ୍ଧାରରେ_୩୧_ହଜାର_ଅଙ୍ଗନବାଡ଼ି* '
-ରାଜ୍ୟରେ ୨୧ ହଜାର ୪୮୬ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଗୃହ ନାହିଁ
-ଗୃହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଲିଖିତ ଉତ୍ତର
-'୩୧ ହଜାର ୪୫୬ ଅଙ୍ଗନବାଡ଼ି କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ନାହିଁ'
-୪୭ ହଜାର ୭୩୭ ଅଙ୍ଗନବାଡ଼ି କେନ୍ଦ୍ରରେ ପାଚେରି ନାହିଁ- ପ୍ରଭାତୀ
*#pravatiparida #anganwadi #sgsknews Point #odisha*