Sgsk News Point Channel
Sgsk News Point Channel
February 15, 2025 at 06:48 AM
*#୩୧_ମାର୍ଚ୍ଚ_ଯାଏଁ_ବଢ଼ିଲା_E_KYC_ଅବଧି* -୩୧ ମାର୍ଚ୍ଚ ଯାଏଁ ବଢ଼ିଲା E-KYC ଅବଧି -E- KYC ଅବଧି ବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା -ପଞ୍ଚମ ଥର ପାଇଁ ରାସନ କାର୍ଡ e-KYC ଅବଧି ବୃଦ୍ଧି -ଇଣ୍ଟରନେଟ୍‌ ସମସ୍ୟା ଥିବାରୁ ମାର୍ଚ୍ଚ ୩୧ ଯାଏ ବଢ଼ିଲା ଅବଧି -୩୪୧ ସେଣ୍ଟରରେ ସ୍ଲୋ ଓ ନୋ ଇଣ୍ଟରନେଟ୍‌ ସମସ୍ୟା -ଏଯାବତ ୯୦% e-KYC ଅପଡେଟ୍ କରିଛନ୍ତି -୨ କୋଟି ୯୯ ଲକ୍ଷ ୮ ହଜାର ୪୫୭ଜଣ #e_kyc କରିଛନ୍ତି *#krushnachandrapatra #rationcard #ekyc #sgsknewspoint #odisha*
Image from Sgsk News Point Channel: *<a class="text-blue-500 hover:underline cursor-pointer" href="/hashta...

Comments