
Sgsk News Point Channel
February 17, 2025 at 02:15 PM
*#ପିଲାଙ୍କୁ_ବିଦା_କରି_ଫେରିବାକୁ_ଅପିଲ୍ !*
--ଛାତ୍ରୀ ମୃତ୍ୟୁକୁ ନେଇ କିଟ୍ ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତି ଘଟଣା
--ପିଲାଙ୍କୁ ଜୋର୍ କରି ବିଦା କରିବା ପରେ ଫେରିବାକୁ କିଟ୍ର ଅପିଲ୍
--ଯେଉଁମାନେ ଯାଇଛନ୍ତି ବା ଯିବାକୁ ବସିଛନ୍ତି ଫେରିବାକୁ କର୍ତ୍ତୃପକ୍ଷଙ୍କ ଅପିଲ୍
--ପିଲାଙ୍କୁ ସକାଳେ ଜୋର୍ କରି ବିଦା କରିଥିଲେ କିଟ୍ କର୍ତ୍ତୃପକ୍ଷ
--ଅନୁଷ୍ଠାନକୁ ସାଇନ୍ ଏ ଡାଏ ଘୋଷଣା କରି ପିଲାଙ୍କୁ ପଠାଇ ଦେଇଥିଲେ
--ଅନୁଷ୍ଠାନର ବସ୍ ଯୋଗେ ଜବରଦସ୍ତି କଟକ ଷ୍ଟେସନକୁ ପଠାଇ ଦେଇଥିଲେ
--କଟକ ଷ୍ଟେସନରେ ଦୀର୍ଘ ସମୟ ଅପେକ୍ଷା ପରେ ଗଲେ ନେପାଳ ଛାତ୍ର
--ପୁରୀ-ପାଟନା ଏକ୍ସପ୍ରେସରେ ଜେନେରାଲ ବଗିରେ ଯାଇଥିବା ସୂଚନା
--ରିଜର୍ଭେସନ ଟିକେଟ ନଥିବାରୁ ଜେନେରାଲ ଟିକେଟ କାଟି ଗଲେ
*#kiit #kiituniversity #sgsknewspoint #odisha*
