
Sgsk News Point Channel
February 18, 2025 at 04:53 AM
*#ହସ୍ତକ୍ଷେପ_କଲେ_ନେପାଳ_ପ୍ରଧାନମନ୍ତ୍ରୀ*
--କିଟ୍ରେ ଛାତ୍ରୀ ମୃତ୍ୟୁ ଘଟଣାରେ ହସ୍ତକ୍ଷେପ କଲେ ନେପାଳ ପ୍ରଧାନମନ୍ତ୍ରୀ
--ଦିଲ୍ଲୀ ସ୍ଥିତ ଦୂତାବାସରୁ ୨ ଅଫିସର ଓଡ଼ିଶା ଆସୁଥିବା ସୂଚନା ଦେଲେ
--ନିର୍ଯାତିତ ନେପାଳୀ ଛାତ୍ରଙ୍କୁ କାଉନସେଲିଂକୁ ପାଇଁ ଆସୁଥିବା ଜଣାଇଲେ
--ସେମାନେ ହଷ୍ଟେଲରେ ରହିବେ ନା ନେପାଳ ଫେରିବେ ବୁଝିବେ
*#kpsharmaoli #kiit #kiituniversity #sgsknewspoint #odisha*
