
Sgsk News Point Channel
February 19, 2025 at 03:00 AM
*#ପରିବାରକୁ_ମୃତଦେହ_ହସ୍ତାନ୍ତର*
-କିଟ୍ ଛାତ୍ରୀ ପ୍ରକୃତି ଲାମସାଲ୍ଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର
-ଏମ୍ସରେ ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର
-ବିଳମ୍ବିତ ରାତିରେ ହସ୍ତାନ୍ତର ପରେ ନେପାଳ ନେଇଗଲେ ପରିବାର
*#hostel #kiituniversity #kiit #studentsuicide #sgsknewspoint #odisha*