
Sgsk News Point Channel
February 19, 2025 at 04:30 AM
*#କିଟ୍_ତାତି: #ଆସିଲେ_କିନ୍ତୁ_ମୁହଁ_ଖୋଲିଲେନି*
-କିଟ୍ ଛାତ୍ରୀ ମୃତ୍ୟୁ ପ୍ରସଙ୍ଗରେ ତୀବ୍ର ହେଉଛି ଆନ୍ଦୋଳନ
-ଅନଶନରେ ବସିଥିବା ନବ ନିର୍ମାଣ ଛାତ୍ର ସଂଗଠନକୁ ଭେଟିଲେ ପ୍ରତିଷ୍ଠାତା
-ଅନଶନକାରୀଙ୍କ ସହ ଆଲୋଚନା କଲେ ଦାବିପତ୍ର ନେଲେ ଅଚ୍ୟୁତ ସାମନ୍ତ
-କିଟ୍ ପ୍ରସଙ୍ଗରେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଲେନି
*#kiituniversity #kiit #hostel #sgsknewspoint #odisha*
