
Sgsk News Point Channel
February 21, 2025 at 03:29 AM
*#ପୂର୍ବତନ_କ୍ରିକେଟର_ଗାଙ୍ଗୁଲିଙ୍କ_କାର_ଦୁର୍ଘଟଣା*
_ପୂର୍ବତନ କ୍ରିକେଟର୍ ସୌରଭ ଗାଙ୍ଗୁଲିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ
_କୋଲକାତା ଦୁର୍ଗାପୁର ଏକ୍ସପ୍ରେସୱେ ଦାଦୁପୁର ନିକଟରେ ଦୁର୍ଘଟଣା
_ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଗଲେ ସୌରଭ ଗାଙ୍ଗୁଲି
_ଏକ ବିଶ୍ବବିଦ୍ୟାଳୟର କାର୍ଯ୍ୟକ୍ରମରେ ସାମିଲ ହୋଇ ଫେରୁଥିଲେ
*#kolkata #formercricketer #souravganguly #accident #sgsknewspoint*

👍
1