Sgsk News Point Channel
Sgsk News Point Channel
February 21, 2025 at 03:34 AM
*#ଆଜିଠୁ_ମାଟ୍ରିକ_ବୋର୍ଡ_ପରୀକ୍ଷା_ଆରମ୍ଭ* -ସକାଳ ୯ଟାରୁ ୩ ହଜାର ୧୩୩ଟି ସେଣ୍ଟରରେ ପରୀକ୍ଷା -୫ ଲକ୍ଷ ୨୨ ହଜାର ୩୬୬ ଛାତ୍ରଛାତ୍ରୀ ଦେବେ ପରୀକ୍ଷା -ପ୍ରଶ୍ନପତ୍ର ଲିକ୍‌ ରୋକିବାକୁ ସିସିଟିଭି ଲାଇଭ୍‌ ଷ୍ଟ୍ରିମି ବ୍ୟବସ୍ଥା -ପ୍ରଶ୍ନପତ୍ରର ସୁରକ୍ଷା ଓ ସୁପରିଚାଳନା ଉପରେ ଗୁରୁତ୍ବ -ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା *#matric #boardexam #odisha #sgsknews*
Image from Sgsk News Point Channel: *<a class="text-blue-500 hover:underline cursor-pointer" href="/hashta...
❤️ 3

Comments