
Sgsk News Point Channel
February 21, 2025 at 04:36 AM
*#ମାଟ୍ରିକ_ପରୀକ୍ଷା_ଦେବାକୁ_ଯିବାବେଳେ_ଦୁର୍ଘଟଣା*
-ଓଲଟିଲା ବୋଲେରୋ, ୧୧ ମାଟ୍ରିକ ଛାତ୍ର ଆହତ
-କେନ୍ଦ୍ରାପଡ଼ା ରାଜନଗରରେ ଓଲଟିଲା ବୋଲେରୋ
-ସାଇକେଲକୁ ଧକ୍କା ଦେଇ ବୋଲେରୋ ଦୁର୍ଘଟଣାଗ୍ରସ୍ତ
-ଦୁର୍ଘଟଣାରେ ସାଇକେଲ ଚାଳକ ମୃତ, ୧୧ ଆହତ
-ସମସ୍ତ ଆହତଙ୍କୁ ତାଳଚୁଆ ମେଡିକାଲରେ ଭର୍ତ୍ତି
*#matric #boardexam #kendrapada #accident #sgsknewspoint #odisha*

😢
4