Sgsk News Point Channel
Sgsk News Point Channel
February 21, 2025 at 09:01 AM
*#ଅଧା_ରହିଲା_ମାଟ୍ରିକ_ପରୀକ୍ଷା* -ସୋର: ପରୀକ୍ଷା ଦେବାକୁ ବାହାରିବା ବେଳେ ଟଳିପଡ଼ିଲେ ଛାତ୍ର -ବାହାନଗା ବ୍ଲକ ବରିପଦା ଗାଁରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମୃତ୍ୟୁ -ହଠାତ୍ ପେଟ କାଟିବାରୁ ଅସୁସ୍ଥ ହୋଇ ତଳେ ପଡ଼ିଗଲେ ଛାତ୍ର -ସୋର ମେଡିକାଲରେ ଛାତ୍ରକୁ ମୃତ ଘୋଷଣା କଲେ ଡାକ୍ତର *#soro #sgsknews #odisha*
Image from Sgsk News Point Channel: *<a class="text-blue-500 hover:underline cursor-pointer" href="/hashta...

Comments