Sgsk News Point Channel
Sgsk News Point Channel
February 22, 2025 at 07:53 AM
*#ଖବର_ବାଜିଲା_ଦରମା_ମିଳିଲା* -ବଲାଙ୍ଗିର: ମଜୁରୀ ପାଇଁ ଶିକ୍ଷକ ଛୁଟି ଦରଖାସ୍ତ ଦେବା ଘଟଣା -ଖବର ପ୍ରସାରଣ ପରେ ବକେୟା ଦରମା ଦେଲା ଶିକ୍ଷା ବିଭାଗ -୩୯୮ କୋଟି ୩୨ ଲକ୍ଷ ୮୨ ହଜାର ଟଙ୍କା ରିଲିଜ କଲା ବିଭାଗ -ପୁଇଁତଳା ବ୍ଲକର ୭୨ ଶିକ୍ଷକ ଦରମା ପାଇନଥିବା ଅଭିଯୋଗ ହୋଇଥିଲା -ଜଣେ ଶିକ୍ଷକ ମଜୁରୀ ପାଇଁ ପ୍ରଧାନ ଶିକ୍ଷକଙ୍କୁ ଛୁଟି ଆବେଦନ କରିଥିଲେ *#bolangir #sgsknews*

Comments