
Sgsk News Point Channel
February 22, 2025 at 07:55 AM
*#ଛୁଟି_ଦରଖାସ୍ତ_ଭାଇରାଲ_ପରେ_ଶିକ୍ଷକଙ୍କୁ_ମିଳିଲା_ଦରମା*
-ବଲାଙ୍ଗିର: ପୁଇଁତଳା ବ୍ଳକର ଶିକ୍ଷକ ପ୍ରଭଦତ୍ତଙ୍କୁ ମିଳିଲା ଦରମା
-୩ ମାସ ଦରମା ମିଳି ନଥିବାରୁ ମୂଲ ଲାଗିବାକୁ ଛୁଟି ମାଗିଥିଲେ
-ଚିଠି ଭାଇରାଲ ହେବା ଏକ୍ସ କ୍ୟାଡର ଶିକ୍ଷକଙ୍କୁ ମିଳିଲା ଦରମା
*#bolangir #sgsknewspoint #odisha*