
Sgsk News Point Channel
February 22, 2025 at 09:08 AM
*#ନିଷ୍କର୍ସ_ଅନୁସାରେ_କାର୍ଯ୍ୟାନୁଷ୍ଠାନ: ସୂର୍ଯ୍ୟବଂଶୀ*
--କିଟ୍ ଛାତ୍ରୀ ମୃତ୍ୟୁ ଘଟଣାରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା
--‘ଯେଉଁମାନଙ୍କୁ ସମନ ହୋଇଥିଲା ସେମାନେ ହାଜର ହୋଇଛନ୍ତି’
--‘ଉଚ୍ଚସ୍ତରୀୟ କମିଟି ଶୁଣାଣି କରି ସବୁ ରେକର୍ଡ କରି ରଖିଛି’
--‘ଯାହା ନିଷ୍କର୍ସ ଆସିବ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ’
--ଏହା ଭିତରେ ୧୦ ଜଣଙ୍କୁ ଗିରଫ କରାଯାଇ ସାରିଛି- ସୂର୍ଯ୍ୟବଂଶୀ
--‘ପୋଲିସ ଇନ୍ଭେଷ୍ଟିଗେସନ୍, ଫୋରେନସିକ୍ ଯାଞ୍ଚ ଚାଲିଛି’
--‘ଭାଇରାଲ୍ ଭିଡିଓର ଭଏସ୍ ସ୍ପେକ୍ଟ୍ରୋଗ୍ରାଫି କରାଯିବ’
*#kiituniversity #kiitissues #suryabanshisuraj #sgsknewspoint #odisha*
