Sgsk News Point Channel
Sgsk News Point Channel
February 22, 2025 at 01:30 PM
*#ନେପାଳ_ସହ_କଥା_ହେଲେ_ମୁଖ୍ୟମନ୍ତ୍ରୀ* --କିଟ୍‌ ଘଟଣାରେ ନେପାଳ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ --ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ପ୍ରତିଶ୍ରୁତି ଦେଲେ --ରାଜ୍ୟ ସରକାର ଘଟଣା ଉପରେ ତୀକ୍ଷ୍‌ଣ ନଜର ରଖିଥିବା ଜଣାଇଲେ --ଏଥିସହ ନେପାଳ ଦୂତାବାସର ଦୁଇ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ --ଆଲୋଚନାରେ ମୁଖ୍ୟ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ACS ଭାଗ ନେଲେ *#kiit #cm #mohanmajhi #nepal #sgsknews*
Image from Sgsk News Point Channel: *<a class="text-blue-500 hover:underline cursor-pointer" href="/hashta...

Comments