Sgsk News Point Channel
Sgsk News Point Channel
February 22, 2025 at 01:32 PM
*#ଅଷ୍ଟ୍ରେଲିଆ-#ଇଂଲଣ୍ଡ_ମ୍ୟାଚ୍‌ରେ_ତ୍ରୁଟି* -ଲାହୋରରେ ଅଷ୍ଟ୍ରେଲିଆ-ଇଂଲଣ୍ଡ ମ୍ୟାଚ୍‌ ବେଳେ ବଡ଼ ତ୍ରୁଟି -ଇଂଲଣ୍ଡର ସଙ୍ଗୀତ ବାଜିବାର ଥିଲା, ବାଜିଲା ଭାରତୀୟ ଜାତୀୟ ସଙ୍ଗୀତ -କିଛି ସେକେଣ୍ଡ ପାଇଁ ଭୁଲ୍‌ରେ ବାଜିଲା ଭାରତୀୟ ଜାତୀୟ ସଙ୍ଗୀତ -ଏହା ପରେ ଅଷ୍ଟ୍ରେଲିଆର ଜାତୀୟ ସଙ୍ଗୀତ, ତ୍ରୁଟିର କାରଣ ଜଣାପଡ଼ିନି *#ausvseng #championstrophy #pakistan #india #sgsknews*
Image from Sgsk News Point Channel: *<a class="text-blue-500 hover:underline cursor-pointer" href="/hashta...

Comments